ETV Bharat / state

କନ୍ୟା ରତ୍ନଙ୍କ ସୁରକ୍ଷା ପାଇଁ ସଚେତନ କରିବ 'ସୁନା ପରି'

ଆଜି ହେଉଛି ଜାତୀୟ କନ୍ୟା ରତ୍ନ ଦିବସ । ସାରା ଦେଶରେ ଏହା ପାଳନ କରୁଥିବା ବେଳେ କଟକରେ ମଧ୍ୟ ପାଳିତ ହୋଇଯାଇଛି କନ୍ୟା ରତ୍ନ ଦିବସ । ଏଥିଲାଗି  'ସୁନା ପରି' ଏକ ଅଡିଓ ରିଲିଜ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ସଙ୍ଗୀତ ମାଧ୍ୟମରେ କନ୍ୟା ସନ୍ତାନକୁ ସୁରକ୍ଷା
ସଙ୍ଗୀତ ମାଧ୍ୟମରେ କନ୍ୟା ସନ୍ତାନକୁ ସୁରକ୍ଷା
author img

By

Published : Jan 24, 2020, 10:10 PM IST

କଟକ: ଆଜି ହେଉଛି କନ୍ୟା ରତ୍ନ ଦିବସ । ସାରା ଦେଶରେ ଏହି ଦିବସ ପାଳନ ହେଉଥିବାବେଳେ କଟକ ସହରରେ ମଧ୍ୟ ଏହି ଦିବସକୁ ପାଳନ କରାଯାଇଛି । ଆର୍ଟ ଗ୍ୟାଲେରୀ, ସ୍ୟାଣ୍ଡ ଆର୍ଟ, ସେଲ୍ଫି ପଏଣ୍ଟ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ କନ୍ୟା ରତ୍ନ ଦିବସ ନେଇ ସଚେତନ କରାଯାଉଛି ।

ସଙ୍ଗୀତ ମାଧ୍ୟମରେ କନ୍ୟା ସନ୍ତାନକୁ ସୁରକ୍ଷା

ଏହି ଅବସରରେ କନ୍ୟା ସୁରକ୍ଷା ପାଇଁ 'ସୁନା ପରି' ଏକ ଅଡିଓ ରିଲିଜ କରାଯାଇଛି । ଏହି ସଙ୍ଗୀତ ମାଧ୍ୟମରେ କନ୍ୟା ସନ୍ତାନର ସୁରକ୍ଷା ପାଇଁ ସଚେତନତା କରିବାର ଲକ୍ଷ୍ୟ ରଖାଯାଇଛି । ସଙ୍ଗୀତ ନିର୍ଦ୍ଦେଶକ ଅରୁଣ ମନ୍ତ୍ରୀ ଏହି ସଙ୍ଗୀତର ନିର୍ଦ୍ଦେଶନା ଦେଇଥିବା ବେଳେ ଗୀତିକାର ଶଶାଙ୍କ ଶେଖର ଓ ସଞ୍ଚିତା ଶୁଭଦର୍ଶିନୀ ସଙ୍ଗୀତ ପରିବେଷଣ କରିଛନ୍ତି । ତେବେ ଯେଉଁମାନେ କନ୍ୟାଙ୍କୁ ଅବମାନନା କରୁଛନ୍ତି, ସେମାନଙ୍କୁ ସତର୍କ କରିବା ଉଦ୍ଦେଶ୍ୟରେ ଏହି ଗୀତ ପ୍ରସ୍ତୁତ କରାଯାଇଥିବା ସଙ୍ଗୀତ ନିର୍ଦ୍ଦେଶକ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଆଜି ହେଉଛି କନ୍ୟା ରତ୍ନ ଦିବସ।ସାରା ଦେଶରେ ଏହା ପାଳନ କରାଯାଉଥିଲା ବେଳେ କଟକ ରେ ମଧ୍ୟ ଏହି ଦିବସକୁ ପାଳନ କରାଯାଇଛି।ଆର୍ଟ ଗ୍ୟାଲେରୀ,ସ୍ୟାଣ୍ଡ ଆର୍ଟ, ସେଲ୍ଫି ପଏଣ୍ଟ,ଆଦି ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ସଚେତନ କରାଯାଇଛି।ଏହି ଅବସରରେ କନ୍ୟା ସୁରକ୍ଷା ପାଇଁ 'ସୁନା ପରି'ଏକ ଅଡିଓ ରିଲିଜ କରାଯାଇଛି।ଏହି ସଙ୍ଗୀତ ମାଧମରେ କନ୍ୟା ସନ୍ତାନର ସୁରକ୍ଷା ପାଇଁ ସଚେତନତା କରିବାର ଲକ୍ଷ ରଖାଯାଇଛି।ସଙ୍ଗୀତ ନିର୍ଦେଶକ ଅରୁଣ ମନ୍ତ୍ରୀ ଏହି ସଂଗୀତରେ ନିର୍ଦେଶନା ଦେଇଥିଲାବେଳେ ଗୀତିକାର ଶଶାଙ୍କ ଶେଖର ଓ ସଞ୍ଚିତା ଶୁଭଦର୍ଶିନୀ ସଙ୍ଗୀତ ପରିବେଷଣ କରିଛନ୍ତି।ତେବେ ଯେଉଁମାନେ କନ୍ୟାଙ୍କୁ ଅବମାନନା କରୁଛନ୍ତି,ସେମାନଙ୍କୁ ସତର୍କ କରିବା ଉଦ୍ଧେଶ୍ୟରେ ଏହି ଗୀତ ପ୍ରସ୍ତୁତ କରାଯାଇଥିବା ସଙ୍ଗୀତ ନିର୍ଦେଶକ କହିଛନ୍ତି।

ବାଇଟ - ଅରୁଣ ମନ୍ତ୍ରୀ,ସଙ୍ଗୀତ ନିର୍ଦ୍ଦେଶକ।
ବାଇଟ - ପ୍ରଗତି ମହାନ୍ତି,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ।

Body:no need

Conclusion:no need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.