ETV Bharat / state

ନଗେଶ ଟ୍ରଫି: ଓଡିଶା ପ୍ରଥମ ମ୍ୟାଚରେ ବିଜୟୀ - Odisha win

ବେଙ୍ଗାଲୁରୁରେ ଆଗମ୍ଭ ହୋଇଛି ଦୃଷ୍ଟିବାଧିତ ନଗେଶ ଟ୍ରଫିରେ ଓଡ଼ିଶାର ପ୍ରଥମ ବିଜୟ । । ପ୍ରଥମ ମ୍ୟାଚରେ ମଧ୍ୟପ୍ରଦେଶକୁ 139 ରନରେ ପରାସ୍ତ କରିଛି ଓଡିଶା ଦଳ । ଆଜି ପଶ୍ଚିମବଙ୍ଗ ସହ କରିବ ମୁକାବିଲା । ଅଧିକ ପଢନ୍ତୁ...

ନଗେଶ ଟ୍ରଫି: ଓଡିଶା ପ୍ରଥମ ମ୍ୟାଚରେ ବିଜୟୀ
ନଗେଶ ଟ୍ରଫି: ଓଡିଶା ପ୍ରଥମ ମ୍ୟାଚରେ ବିଜୟୀ
author img

By

Published : Feb 9, 2021, 11:48 AM IST

କଟକ: ବେଙ୍ଗାଲୁରୁରେ ଆରମ୍ଭ ହୋଇଛି ଦୃଷ୍ଟି ବାଧିତ ନଗେଶ ଟ୍ରଫିରେ ଓଡ଼ିଶାର ପ୍ରଥମ ବିଜୟ । ପ୍ରଥମ ମ୍ୟାଚରେ ମଧ୍ୟପ୍ରଦେଶକୁ 139 ରନରେ ପରାସ୍ତ କରିଛି ଓଡିଶା ଦଳ ।

ନଗେଶ ଟ୍ରଫି: ଓଡିଶା ପ୍ରଥମ ମ୍ୟାଚରେ ବିଜୟୀ
ନଗେଶ ଟ୍ରଫି: ଓଡିଶା ପ୍ରଥମ ମ୍ୟାଚରେ ବିଜୟୀ
ନଗେଶ ଟ୍ରଫି: ଓଡିଶା ପ୍ରଥମ ମ୍ୟାଚରେ ବିଜୟୀ
ନଗେଶ ଟ୍ରଫି: ଓଡିଶା ପ୍ରଥମ ମ୍ୟାଚରେ ବିଜୟୀ
ନିର୍ମାଣ ୧ ଗ୍ରାଉଣ୍ଡରେ ଟସ ଜିତି ବ୍ୟାଟିଂ ଆରମ୍ଭ କରିଥିବା ଓଡିଶା ନିର୍ଦ୍ଧାରିତ 20 ଓଭରରେ 249 ରନର ବିଶାଳ ସ୍କୋର ଛିଡା କରିଥିଲା । ଦଳ ପକ୍ଷରୁ ନକୁଳ ଗଡ଼ନାୟକ ଅପରାଜିତ 101 , ସୁଖରାମ ମାଝୀ 72 , ଅଧୀନୟକ ଜାଫର ଇକିବାଲ 36 ରନ କରିଥିଲେ।
ନଗେଶ ଟ୍ରଫି: ଓଡିଶା ପ୍ରଥମ ମ୍ୟାଚରେ ବିଜୟୀ
ନଗେଶ ଟ୍ରଫି: ଓଡିଶା ପ୍ରଥମ ମ୍ୟାଚରେ ବିଜୟୀ
ଅନ୍ୟପଟେ ଧାର୍ଯ୍ୟ ଲକ୍ଷ୍ୟକୁ ପିଛା କରିବାରେ ବିଫଳ ହୋଇଥିଲା ମଧ୍ୟପ୍ରଦେଶ । ମାତ୍ର 110 ରନରେ ହିଁ ଅଟକିଥିଲା ବିପକ୍ଷ ଦଳ ମଧ୍ୟପ୍ରଦେଶ । ଫଳରେ 139 ରନରେ ବିଜୟ ହାସଲ କରିଛି । ଏହି ମ୍ୟାଚ ରେ ସୁଖରାମ ମାଝୀ 3 , ପଙ୍କଜ ଭୁଏ 2 ,ଓ ନକୁଳ ଗଡ଼ ନାୟକ, ତପନ ଓ ରଘୁରାମ ଗୋଟିଏ ଲେଖାଏଁ ୱେକେଟ ନେଇଥିଲେ । ତେବେ ଓଡ଼ିଶା ଆଜି ତା'ର ଦ୍ୱିତୀୟ ମ୍ୟାଚରେ ପଶ୍ଚିମବଙ୍ଗକୁ ଭେଟିବ ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍‌ , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.