ETV Bharat / state

ଗୋଦାମ ଘର ତାଲା ଭାଙ୍ଗି 50ରୁ ଉର୍ଦ୍ଧ୍ବ ଗ୍ଯାସ ଟାଙ୍କି ଚୋରି - କଟକ ଲାଟେଷ୍ଟ ନ୍ୟୁଜ୍‌

କଟକ ଜିଲ୍ଲା ମାହାଙ୍ଗା ଥାନା ଅଳିଯୋଡ଼ାଠାରେ ଥିବା ଡ଼ଲଫିନ ଇଣ୍ଡିଆନ ଗ୍ୟାସ ଏଜେନ୍ସି ଗୋଦାମ ଘରୁ ଚୋରି ହୋଇଛି ବିପୁଳ ପରିମାଣର ଗ୍ୟାସ ଟାଙ୍କି ।

gas tank stolen from godown, cuttack latest news, gas tank stolen in cuttack, କଟକରେ ଗ୍ୟାସ ଟାଙ୍କି ଚୋରି, କଟକ ଲାଟେଷ୍ଟ ନ୍ୟୁଜ୍‌, ଗୋଦାମରୁ ଗ୍ୟାସ ଟାଙ୍କି ଚୋରି
ଗ୍ୟାସ ଗୋଦାମ ତାଲା ଭାଙ୍ଗି 50ରୁ ଉର୍ଦ୍ଧ୍ବ ଟାଙ୍କି ଚୋରି
author img

By

Published : Feb 27, 2020, 4:32 AM IST

କଟକ: କଟକ ଜିଲ୍ଲା ମାହାଙ୍ଗା ଥାନା ଅଳିଯୋଡ଼ାଠାରେ ଥିବା ଡ଼ଲଫିନ ଇଣ୍ଡିଆନ ଗ୍ୟାସ ଏଜେନ୍ସି ଗୋଦାମ ଘରୁ ଚୋରି ହୋଇଛି ବିପୁଳ ପରିମାଣର ଗ୍ୟାସ ଟାଙ୍କି । ଗୋଦାମ ଘର ତାଲା ଭାଙ୍ଗି ଲୁଟେରାମାନେ ପଚାଶରୁ ଉର୍ଦ୍ଧ୍ଵ ଟାଙ୍କି ଲୁଟି ନେଇଥିବା ଅଭିଯୋଗ ହୋଇଛି l ଏଥିସହ ଅନ୍ୟ ଏକ ରୁମ ଭିତରୁ ନଗଦ ଟଙ୍କା ମଧ୍ୟ ଲୁଟି ନେଇଥିବା ଜଣାପଡିଛି l

ଗ୍ୟାସ ଗୋଦାମ ତାଲା ଭାଙ୍ଗି 50ରୁ ଉର୍ଦ୍ଧ୍ବ ଟାଙ୍କି ଚୋରି

ଖବର ପାଇ ଏଜେନ୍ସିର ମ୍ୟାନେଜର ମାହାଙ୍ଗା ଥାନାରେ ଏତଲା ଦେବାରୁ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି l ସେପଟେ ପେଟ୍ରୋଲିଂ ଅଭାବରୁ ମାହାଙ୍ଗା ଥାନା ଅଞ୍ଚଳରେ ଲୁଟେରାମାନେ ସକ୍ରିୟ ହେଉଥିବା ସାଧାରଣରେ ଅଭିଯୋଗ ହୋଇଛି l ଏଭଳି ବଡ ଧରଣର ଚୋରି ପଛରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ନେଇ ସନ୍ଦେହ ସୃଷ୍ଟି ହୋଇଛି l

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.