ETV Bharat / state

ଘରେ ରହି ଇଦ ପର୍ବ ପାଳନ କର: ମୋକିମ - ବିଧାୟକ ମୋକିମଙ୍କ ଇଦ ବାର୍ତ୍ତା

କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଘରେ ରହି ଇଦ ପର୍ବ ପାଳନ କରିବାକୁ ନିବେଦନ କରିଛନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ । ଅଧିକ ପଢନ୍ତୁ...

ଘରେ ରହି ଇଦପର୍ବ ପାଳନ କରିବାକୁ ନିବେଦନ କଲେ ବିଧାୟକ ମୋକିମ

author img

By

Published : May 13, 2021, 10:56 PM IST

କଟକ: ଆସନ୍ତାକାଲି (ଶୁକ୍ରବାର) ଇଦଉଲ ଫିତର । କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଘରେ ରହି ଇଦ ପର୍ବ ପାଳନ କରିବାକୁ ନିବେଦନ କରିଛନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ । ମସଜିଦ ନଯାଇ କୋଭିଡ ନିୟମ ମାନି ଘରେ ନମାଜ ପାଠ କରିବାକୁ ବିଧାୟକ ପରାମର୍ଶ ଦେଇଛନ୍ତି ।

ଘରେ ରହି ଇଦପର୍ବ ପାଳନ କରିବାକୁ ନିବେଦନ କଲେ ବିଧାୟକ ମୋକିମ

ସେହିପରି ନିଜ ନିର୍ବାଚନ ମଣ୍ଡଳୀରେ ମୁସଲମାନ ଶ୍ରଦ୍ଧାଳୁଙ୍କୁ ଫୋନ ମାଧ୍ୟମରେ ସଚେତନ କରାଉଛନ୍ତି ମୋକିମ । ତେବେ ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ କୋଭିଡ ନିୟମ ମାନି ପର୍ବ ପାଳନ କରିବାକୁ ଅନୁରୋଧ କରିଛନ୍ତି ମୋକିମ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.