ETV Bharat / state

ମାହାଙ୍ଗା ଡବଲ ମର୍ଡର ଘଟଣା: ସରକାରଙ୍କ ଉପରେ ବର୍ଷିଲେ ବୈଜୟନ୍ତ - Vaijayanth Panda

ଡବଲ ମର୍ଡର ଘଟଣାରେ ସରକାରଙ୍କୁ ଟାର୍ଗେଟ କଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । କହିଲେ ମୁଖ୍ୟମନ୍ତ୍ରୀ ନିଜେ ଏସବୁ ଅନୁଧ୍ୟାନ କରିବାର ବେଳ ଆସିଛି l ଅଧିକ ପଢନ୍ତୁ...

ମାହାଙ୍ଗା ଡବଲ ମର୍ଡର ଘଟଣା: ନୃତାଙ୍ଗରେ ପହଞ୍ଚି ସରକାରଙ୍କ ଉପରେ ବର୍ଷିଲେ ବୈଜୟନ୍ତ

author img

By

Published : Jan 14, 2021, 11:04 AM IST

କଟକ: ମାହାଙ୍ଗା ଡବଲ ମର୍ଡରକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ବୈଜୟନ୍ତ। କହିଲେ ଶାସନରେ ଆବଶ୍ୟକ ଅଛି ପରିବର୍ତ୍ତନ l କାରଣ ରାଜ୍ୟରେ ଦିନକୁ ଦିନ ବଢି ବଢିଚାଲିଛି ହିଂସା ଓ ଅରାଜକତା l ଯାହାକୁ ମୁଖ୍ୟମନ୍ତ୍ରୀ ନିଜେ ଏସବୁ ଅନୁଧ୍ୟାନ କରିବାର ବେଳ ଆସିଛି l

ମାହାଙ୍ଗା ଡବଲ ମର୍ଡର ଘଟଣା: ନୃତାଙ୍ଗରେ ପହଞ୍ଚି ସରକାରଙ୍କ ଉପରେ ବର୍ଷିଲେ ବୈଜୟନ୍ତ

ଏହି ଡବଲ ମର୍ଡର ଘଟଣାରେ ୮ ଜଣଙ୍କୁ ପୋଲିସ ଗିରଫ କରିଥିଲେ ମଧ୍ୟ ଆହୁରି ବହୁ ଅଭିଯୁକ୍ତ ଏବେବି ଖୋଲାରେ ବୁଲୁଛନ୍ତି। ବିଜେପିର ୨ ଜଣ ଟାଣୁଆ ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ହତ୍ୟା ମାମଲାରେ ଯେଉଁମାନେ ସଂଶ୍ଲିଷ୍ଟ ଅଛନ୍ତି ସେମାନେ ଦଣ୍ଡ ପାଇବା ଦରକାର ବୋଲି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି । ଏହାସହ କୁଳମଣି ବରାଳ ଜଣେ ଲଢୁଆ ନେତା ଥିଲେ l ଅନ୍ୟାୟ ଏବଂ ଦୁର୍ନୀତିକୁ ବିରୋଧ କରିବାକୁ ଯାଇ ଶେଷରେ ତାଙ୍କୁ ହତ୍ୟାର ଶୀକାର ହେବାକୁ ପଡିଲା l

ମାହାଙ୍ଗା ମାଟିରେ ହିଂସା ଓ ଅନ୍ୟାୟର ବରଦାସ୍ତ କରାଯିବନାହିଁ l କୁଳମଣି ବାବୁଙ୍କ ଲଢେଇରେ ସମସ୍ତେ ସାମିଲ ହେବାକୁ ସେ ଆହ୍ବାନ ଦେଇଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.