ETV Bharat / state

ମାହାଙ୍ଗା ଡବଲ ମର୍ଡର ଘଟଣା: ମନ୍ତ୍ରୀ କେବେ ଗିରଫ ନେଇ ପ୍ରଶ୍ନ କଲା ବିଜେପି

author img

By

Published : Jan 30, 2021, 3:50 PM IST

ମାହାଙ୍ଗା ଡବଲ ମର୍ଡର ଘଟଣା । ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ସହ ଗିରଫ ଦାବିରେ ବିଜେପିର ଧାରଣା । ଅଧିକ ପଢନ୍ତୁ...

mahanga double murder case,bjp protest
ମାହାଙ୍ଗା ଡବଲ ମର୍ଡର ମନ୍ତ୍ରୀ କେବେ ହେବ ଗିରଫ : ବିଜେପି

କଟକ: ମାହାଙ୍ଗା ନୃତାଙ୍ଗ ଡବଲ ମର୍ଡର ଘଟଣାରେ ମନ୍ତ୍ରୀ କେବେ ହେବେ ଗିରଫ । ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମରେ ଥିଲା ଏତଲା l ଏ ପର୍ଯ୍ୟନ୍ତ ମନ୍ତ୍ରୀ ଗିରଫ ହୋଇ ନଥିବା ଦାବିରେ ବିଜେପି ମାହାଙ୍ଗା ଥାନା ସମ୍ମୁଖରେ ଗଣଧାରଣା ଦେଇଛି ।

ଏପଟେ, ଆଜି(ଶନିବାର) କୁସୁପୁର ଠାରେ ବିରୂପା ସେତୁ ଉପରେ ଏକ ସେତୁକୁ ଉଦଘାଟନ କରିବାକୁ ମନ୍ତ୍ରୀ ପ୍ରତାପ ଜେନା ଆସୁଥିବା ନେଇ ପୂର୍ତ୍ତ ବିଭାଗ ଉପରେ କାର୍ଯ୍ୟାନୁଷ୍ଠାନ ସହ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର ପାଇଁ ଦାବି ହୋଇଛି । ଏହାସହ ଗିରଫ ଦାବିରେ ଗଣ ଧାରଣା ଦେଇଛନ୍ତି ବିଜେପି କର୍ମୀ l

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.