ETV Bharat / state

ରାଜରାସ୍ତାରେ ଲୁଟ, 18 ଲକ୍ଷ ଟଙ୍କା ନେଇ ଦୁର୍ବୃତ୍ତ ଫେରାର - loot

ଦିନ ଦ୍ବିପ୍ରହରେ ରାଜରାସ୍ତାରେ ଲୁଟ । ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ରାଧାକିଶୋରପୁର ନିକଟ 55ନଂ ଜାତୀୟ ରାଜପଥ ଓଭରବ୍ରିଜ ଉପରେ ଲୁଟ ଉଦ୍ୟମ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Oct 29, 2019, 2:56 PM IST

କଟକ: ଦିନ ଦ୍ବିପ୍ରହରେ ରାଜରାସ୍ତାରେ ଲୁଟ । ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ରାଧାକିଶୋରପୁର ନିକଟ 55ନଂ ଜାତୀୟ ରାଜପଥ ଓଭରବ୍ରିଜ ଉପରେ ଲୁଟ ଉଦ୍ୟମ । 2ଟି ପଲସରରେ ଆସି 4 ଦୁର୍ବୃତ୍ତ ଲୁଟିଛନ୍ତି 18 ଲକ୍ଷ ଟଙ୍କା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସୂଚନା ଅନୁଯାୟୀ ଏକ ଘରୋଇ କମ୍ପାନୀ କର୍ମଚାରୀ ଢେଙ୍କାନାଳ କାଇମାଟିରୁ ଭୁବନେଶ୍ବର ଯାଉଥିବା ସମୟରେ ଏହି ଲୁଟ ଉଦ୍ୟମ ହୋଇଥିଲା । 2ଟି ପଲସରରେ 4ଜଣ ଦୁର୍ବୃତ୍ତ ଆସି ତାଙ୍କଠାରୁ 18 ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ । ଖବର ପାଇ ଉଭୟ ଖୁଣ୍ଟୁଣୀ ଓ ଗୁରୁଡିଝାଟିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro: ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ରାଧାକିଶୋରପୁର ନିକଟ ୫୫ ନମ୍ବର ଜାତୀୟ ରାଜପଥ ଓଭର ବ୍ରିଜ ଉପରେ ଲୁଟ। ୨ଟି ପଲସର ଗାଡି ରେ ୪ ଦୁର୍ବୁତ୍ତ ଝାମ୍ପି ନେଲେ ୧୮ ଲକ୍ଷ ଟଙ୍କା। ଗୋଟିଏ ଘରୋଇ କମ୍ପାନୀର କର୍ମଚାରୀଙ୍କଠାରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।କର୍ମଚାରୀଜଣଙ୍କ ଢେଙ୍କାନାଳ କାଇମାଟିରୁ ଭୁବନେଶ୍ୱର ଆସୁଥିଲେ। ଘଟଣାସ୍ଥଳରେ ଖୁଣ୍ଟୁଣୀ,ଏବଂ ଗୁରୁଡ଼ିଝାଟିଆ ପୁଲିସ୍‌ର ମିଳିତ ତନାଘନା ଆରମ୍ଭ କରିଛନ୍ତି।Body:No needConclusion:No need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.