ETV Bharat / state

ଲକଡାଉନ୍ ନିୟମ ଉଲଂଘନ: 24 ଘଣ୍ଚାରେ 5 ମାମଲା ରୁଜୁ

ଲକଡାଉନ୍ ନିୟମକୁ ଉଲଙ୍ଘନ କରିବା ଅଭିଯୋଗରେ ରାଜ୍ୟରେ ଥିବା ବିଭିନ୍ନ ଥାନାରେ ଆଜି ପର୍ଯ୍ୟନ୍ତ ମୋଟ ୬୪୯୮ ଟି ମାମଲା ରୁଜୁ କରାଯାଇଛି ।

_ lockdown violence in cuttack
ଲକଡାଉନ୍ ନିୟମ ଉଲଂଘନ
author img

By

Published : Jun 9, 2020, 7:28 PM IST

କଟକ: ଲକଡାଉନ୍ ନିୟମ ଉଲଙ୍ଘନ କରିବା ଅଭିଯୋଗରେ ରାଜ୍ୟରେ ଥିବା ବିଭିନ୍ନ ଥାନାରେ ଆଜି ପର୍ଯ୍ୟନ୍ତ ମୋଟ ୬୪୯୮ ଟି ମାମଲା ରୁଜୁ କରାଯାଇଛି । ଗତ ମାର୍ଚ୍ଚ ୨୪ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଏହି ସଂଖ୍ୟକ ମାମଲା ରୁଜୁ କରାଯାଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସୋମବାର ସକାଳୁ ଆଜି(ମଙ୍ଗଳବାର) ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ ୫ ଟି ମାମଲା ରୁଜୁ କରାଯାଇଛି । ଏହି ୫ ଟି ମାମଲା ମଧ୍ୟରୁ ୪ ଟି ମାମଲା ଲକଡାଉନ୍ ନିୟମ ଉଲଙ୍ଘନ କରିବା ଅଭିଯୋଗରେ ରୁଜୁ କରାଯାଇଛି । ସେହିପରି ଗୋଟିଏ ମାମଲା ହୋମ କ୍ୱାରେଣ୍ଟାଇନ ଉଲଂଘନ କରିବା ଅଭିଯୋଗରେ ରୁଜୁ କରାଯାଇଥିବା ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.