ETV Bharat / state

କଟକରେ ଅମାନିଆଙ୍କ ରାଜ, ବଢୁଛି ତଣ୍ଡ ପରିଧି - ଲକଡାଉନରେ କଟକରେ ବଢୁଛି ତଣ୍ଡ ପରିଧି

ସିଲଭରସିଟିରେ ଜାରି ରହିଛି ଲକଡାଉନ । ହେଲେ ବିଡ଼ମ୍ବନାର ବିଷୟ କଟକରେ ତଣ୍ଡର ପରିଧି ଦିନକୁ ଦିନ ବଢି ଚାଲିଛି । ଅମାନିଆଙ୍କ ମନମାନି ଯୋଗୁଁ କଟକରେ ଏପରି ଦୃଶ୍ୟ ସମ୍ନାକୁ ଆସୁଛି । ରବିବାର ସମସ୍ତ ଚେକିଂ ଓ ବ୍ଳକିଙ୍ଗ ପେଏଣ୍ଟରେ ଚେକିଂ ସମୟରେ 575 ବାଇକ ଆରୋହି କାଟିଛନ୍ତି ଚାଲାଣ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କଟକରେ ଅମାନିଆଙ୍କ ରାଜ, ବଢୁଛି ତଣ୍ଡ ପରିଧି
କଟକରେ ଅମାନିଆଙ୍କ ରାଜ, ବଢୁଛି ତଣ୍ଡ ପରିଧି
author img

By

Published : Jul 27, 2020, 3:29 AM IST

କଟକ: ସିଲଭର ସିଟିରେ ଜାରି ରହିଛି ଲକଡାଉନ । ଅତ୍ୟାବଶ୍ୟକ ସମଗ୍ରୀ ସହ ଜଡିତ ଥିବା ବ୍ୟକ୍ତି ବିଶେଷଙ୍କୁ ଛାଡିଲେ ଅନ୍ୟ କାହାକୁ ରାସ୍ତା ଉପରକୁ କିମ୍ବା ଘରୁ ନବାହାରିବା ପାଇଁ ନିର୍ଦେଶ ଦିଆଯାଇଛି । ହେଲେ ବିଡ଼ମ୍ବନାର ବିଷୟ କଟକରେ ତଣ୍ଡର ପରିଧି ଦିନକୁ ଦିନ ବଢି ଚାଲିଛି । ଅମାନିଆଙ୍କ ମନମାନି ଯୋଗୁଁ କଟକରେ ଏପରି ଦୃଶ୍ୟ ସମ୍ନାକୁ ଆସୁଛି । ଯାହା ବର୍ତ୍ତମାନ ଚିନ୍ତା ବଢ଼ାଇ ଦେଇଛି ।

ରବିବାର ସମସ୍ତ ଚେକିଂ ଓ ବ୍ଳକିଙ୍ଗ ପେଏଣ୍ଟରେ ଚେକିଂ ସମୟରେ 575 ବାଇକ ଆରୋହି କାଟିଛନ୍ତି ଚାଲାଣ । ଏହାସହ ବିନା ମାସ୍କରେ 423 ଜଣ ତଣ୍ଡ ଗଣିଥିଲା ବେଳେ ସମାଜିକ ଦୂରତ୍ୱ ଆଇନ ଭଙ୍ଗ କରି 1024 ଜଣ ଗଣିଛନ୍ତି ଫାଇନ । ତେବେ କଟକରେ କୋରୋନା ସଙ୍ଗୀନ ରୂପ ନେଇଥିଲା ବେଳେ ଏମାନେ କେବେ ସୁଧୁରିବେ ତାହା ଦେଖିବାକୁ ବାକି ରହିଲା ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.