ETV Bharat / state

Lawyers strike: ଆନ୍ଦୋଳନରୁ ନିବୃତ୍ତ ନ ରହିଲେ ହାଇକୋର୍ଟ ବାର ସମର୍ଥନ କରିବ ନାହିଁ: ସଭାପତି - ଓଡିଶା ଓକିଲ ଆନ୍ଦୋଳନ ଖବର

ଆଇନଜୀବୀଙ୍କ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ ପ୍ରସଙ୍ଗ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ବାଗତ କଲା ଓଡିଶା ହାଇକୋର୍ଟ ବାର ଆସୋସିଏସନ । ଅଧିକ ପଢନ୍ତୁ

ଆନ୍ଦୋଳନରୁ ନିବୃତ୍ତ ନ ରହିଲେ ହାଇକୋର୍ଟ ବାର ସମର୍ଥନ କରିବ ନାହିଁ: ସଭାପତି

author img

By

Published : Nov 28, 2022, 6:20 PM IST

କଟକ: ଆଇନଜୀବୀଙ୍କ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ ପ୍ରସଙ୍ଗ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ବାଗତ କଲା ଓଡିଶା ହାଇକୋର୍ଟ ବାର ଆସୋସିଏସନ। ଏନେଇ ହାଇକୋର୍ଟ ବାର ଆସୋସିଏସନ ସଭାପତି କାଳୀ ପ୍ରସନ୍ନ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି।

ଏହାବି ପଢନ୍ତୁ- Lawyers strike: ଆନ୍ଦୋଳନକାରୀ ଓକିଲଙ୍କ ଲାଇସେନ୍ସ ରଦ୍ଦ ପାଇଁ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

"ମହକିଲମାନଙ୍କୁ ହଇରାଣ କରିବା କାହାର ଅଧିକାର ନାହିଁ । ଆନ୍ଦୋଳନରତ ଆଇନଜୀବୀମାନଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ନିବେଦନ କରୁଛୁ। ସୁପ୍ରିମକୋର୍ଟ ନିର୍ଦ୍ଦେଶ ମୁତାବକ ଯଦି କିଛି କାର୍ଯ୍ୟାନୁଷ୍ଠାନ ହୁଏ ସେଥିପାଇଁ ହାଇକୋର୍ଟ ସମେତ ଅନ୍ୟ କୌଣସି ବାର ସମର୍ଥନ କରିବେ ନାହିଁ ବୋଲି," ବୋଲି ଚେତାବନୀ ଦେଇଛନ୍ତି ହାଇକୋର୍ଟ ବାର ଆସୋସିଏସନ ସଭାପତି ।

ଏହାବି ପଢନ୍ତୁ- ଚର୍ଚ୍ଚାରେ ଓଡ଼ିଆ ଛାତ୍ରୀ ତେଜସ୍ବିନୀ ପଣ୍ଡା, ରାଷ୍ଟ୍ରପତି ଭବନରୁ ଆସିଲା ଡାକରା

ଆଜି ଓକିଲ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ କଡା ନିର୍ଦ୍ଦେଶ ଦେଇଛନ୍ତି । ଆନ୍ଦୋଳନ କରୁଥିବା ଓକିଲଙ୍କ ଲାଇସେନ୍ସ ବାତିଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଲାଇସେନ୍ସ ବାତିଲ ପାଇଁ ବାର କାଉନସିଲ ଅଫ ଇଣ୍ଡିଆକୁ ନିର୍ଦ୍ଦେଶ ଦେଇଛନ୍ତି । ନ୍ୟାୟିକ ଅଧିକାରୀଙ୍କୁ ସୁରକ୍ଷା ଯୋଗାଇବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏତତ ବ୍ୟତୀତ ନ୍ୟାୟିକ ଅଧିକାରୀ, ମହକିଲଙ୍କୁ ସୁରକ୍ଷା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ ଚାଲିବାକୁ ଆବଶ୍ୟକ ହେଲେ ଆନ୍ଦୋଳନକାରୀଙ୍କୁ ଗିରଫ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.