ETV Bharat / state

ଗିରଫଦାରୀ ଏଡାଇବା ପାଇଁ ଆଗୁଆ ଜାମିନ ଆବେଦନ କରିଥିଲେ ଜଗବନ୍ଧୁ ... ହେଲେ - ଜଗବନ୍ଧୁ ଚାନ୍ଦ ଗିରଫ ମାମଲା

ଆଗୁଆ ଜାମିନ ଆବେଦନ କରିଥିଲେ ଜଗବନ୍ଧୁ । ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ । ଆଜି ପୋଲିସ ଗିରଫ କରିବା ପୂର୍ବରୁ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ହେଲେ ହାଇକୋର୍ଟରେ ଶୁଣାଣି ପୂର୍ବରୁ ପୋଲିସ ଜଗବନ୍ଧୁଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ

ଗିରଫଦାରୀ ଏଡାଇବା ପାଇଁ ଆଗୁଆ ଜାମିନ ଆବେଦନ କରିଥିଲେ ଜଗବନ୍ଧୁ... ହେଲେ
ଗିରଫଦାରୀ ଏଡାଇବା ପାଇଁ ଆଗୁଆ ଜାମିନ ଆବେଦନ କରିଥିଲେ ଜଗବନ୍ଧୁ... ହେଲେଗିରଫଦାରୀ ଏଡାଇବା ପାଇଁ ଆଗୁଆ ଜାମିନ ଆବେଦନ କରିଥିଲେ ଜଗବନ୍ଧୁ... ହେଲେ
author img

By

Published : Oct 21, 2022, 6:47 PM IST

କଟକ: ଆଗୁଆ ଜାମିନ ଆବେଦନ କରିଥିଲେ ଜଗବନ୍ଧୁ । ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ । ଆଜି ପୋଲିସ ଗିରଫ କରିବା ପୂର୍ବରୁ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ହେଲେ ହାଇକୋର୍ଟରେ ଶୁଣାଣି ପୂର୍ବରୁ ପୋଲିସ ଜଗବନ୍ଧୁଙ୍କୁ ଗିରଫ କରିଛି ।

ଗିରଫଦାରୀ ଏଡାଇବା ପାଇଁ ଆଗୁଆ ଜାମିନ ଆବେଦନ କରିଥିଲେ ଜଗବନ୍ଧୁ... ହେଲେ

ଏନେଇ ଖଣ୍ଡଗିରି ଥାନାରେ ଏତଲା ଦିଆଯାଇଥିଲା । ତଦନ୍ତ କରି ପୋଲିସ ଜଗବନ୍ଧୁଙ୍କୁ ଗିରଫ କରି IPC ର ଦଫା 354C, 386, 387, 388, 389, 328, 506, 120B, 66/66 ରେ ଲଗାଇଛି । ସେପଟେ ଜଗବନ୍ଧୁ ନିୟମିତ ଭାବରେ ଥାନାରେ ହାଜର ହେଉଥିବା ବେଳେ ତାଙ୍କର ଏବେ ସ୍ଵାସ୍ଥ୍ୟଗତ ସମସ୍ୟା ରହିଛି ବୋଲି ତାଙ୍କ ଓକିଲ ପୁଲିନ କୁମାର ସ୍ବାଇଁ କହିଛନ୍ତି ।

ପୋଲିସ କିପରି ତାଙ୍କୁ ଗିରଫ କରିଛି ସେ ଜାଣି ନଥିବା ବେଳେ କୋର୍ଟରୁ ନିଶ୍ଚିତ ନ୍ୟାୟ ମିଳିବ ବୋଲି ସେ ଆଶା ରଖିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.