ETV Bharat / state

Kusupur Murder Case: କେମିତି ହତ୍ୟା କରିଥିଲା ? ଡେମୋ ଦେଖାଇଲା ଅଭିଯୁକ୍ତ - କୁସୁପୁର ଗଣ ହତ୍ୟାକାଣ୍ଡର କ୍ରାଇମ ସିନ ରିକ୍ରିଏସନ

କୁଶୁପୁର ଗଣ ହତ୍ୟା ମାମଲାରେ ଅଭିଯୁକ୍ତ ଶିବ ସାହୁକୁ ମାହାଙ୍ଗା ଥାନା ପୋଲିସ ୩ ଦିନିଆ ରିମାଣ୍ଡରେ ଆଣିଛି । ଆଜି ପୋଲିସ ଆଗରେ ଅଭିଯୁକ୍ତ ଶିବ ସାହୁ କ୍ରାଇମ ସିନ୍‌ ରିକ୍ରେସନ କରିଛି । ଅଧିକ ପଢ଼ନ୍ତୁ

Kusupur Mass Murder Case : କେମିତି ହତ୍ୟା କରିଥିଲା ଡେମୋ ଦେଖାଇଲା ଅଭିଯୁକ୍ତ

author img

By

Published : Apr 15, 2022, 6:12 PM IST

କଟକ: କୁଶୁପୁର ଗଣହତ୍ୟା ମାମଲାରେ ଅଭିଯୁକ୍ତ ଶିବ ସାହୁକୁ ମାହାଙ୍ଗା ଥାନା ପୋଲିସ ୩ ଦିନିଆ ରିମାଣ୍ଡରେ ଆଣିଛି । ଆଜି(ଶୁକ୍ରବାର) ରିମାଣ୍ଡର ଦ୍ୱିତୀୟ ଦିନ । ଆଜି ପୋଲିସ ଆଗରେ ଅଭିଯୁକ୍ତ ଶିବ ସାହୁ କ୍ରାଇମ ସିନ୍‌ ରିକ୍ରିଏସନ କରିଛି । ଏଥିପାଇଁ ଅଭିଯୁକ୍ତକୁ ଘଟଣା ସ୍ଥଳକୁ ନେଇଯାଇଥିଲା ମାହାଙ୍ଗା ପୋଲିସ ।

Kusupur Mass Murder Case : କେମିତି ହତ୍ୟା କରିଥିଲା ଡେମୋ ଦେଖାଇଲା ଅଭିଯୁକ୍ତ

ସେଦିନ କିପରି ବଡ଼ଭାଇଙ୍କ ପୂରା ପରିବାରକୁ ହତ୍ୟା କରି ସଫା କରିଦେଇଥିଲା, ସେନେଇ ଡେମୋ ଦେଖାଇଛି ଅଭିଯୁକ୍ତ ଶିବ ସାହୁ । ପ୍ରାୟ ଏକ ଘଣ୍ଟା ଡେମୋ ଦେଖାଇବା ପରେ ତାକୁ ଥାନାକୁ ଆଣି ପଚରାଉଚରା କରିଛି ପୋଲିସ । ସେ ଏକା ମାରିଥିଲା ନାଁ ତା ସହ କିଏ ସାମିଲ ହୋଇଥିଲେ ସେନେଇ ତଦନ୍ତ କରୁଛି ପୋଲିସ । କାଲି ରିମାଣ୍ଡର ଶେଷ ଦିନ ଥିବା ବେଳେ ଅଭିଯୁକ୍ତଠାରୁ ଅଧିକ ତଥ୍ୟ ହାସଲ କରିବାକୁ ଚେଷ୍ଟା କରୁଛି ପୋଲିସ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.