ETV Bharat / state

ଆନ୍ତର୍ଜାତିକ ଯୋଗଦିବସ: ଯୋଗରେ ମିଳିବ ଅପୂର୍ବ ଶାନ୍ତି - yoga day

ଯୋଗ କର ରୋଗ ହଟାଅ। ଯୋଗରେ ମିଳିବ ଅପୂର୍ବ ଶାନ୍ତି । ତେବେ ଆଜି ଆନ୍ତର୍ଜାତିକ ଯୋଗ ଦିବସରେ ଏପରି ବାର୍ତ୍ତା ପ୍ରଦାନ କରିଛନ୍ତି ମହିଳା ପତଞ୍ଜଳି ଯୋଗ ସମିତି।

ଫଟୋ ସୌଜନ୍ୟ: ସମ୍ବାଦଦାତା କଟକ
author img

By

Published : Jun 21, 2019, 2:18 PM IST

କଟକ: ଯୋଗ କର ରୋଗ ହଟାଅ। ଯୋଗରେ ମିଳିବ ଅପୂର୍ବ ଶାନ୍ତି। ତେବେ ଆଜି ଆନ୍ତର୍ଜାତିକ ଯୋଗ ଦିବସରେ ଏପରି ବାର୍ତ୍ତା ପ୍ରଦାନ କରିଛନ୍ତି ମହିଳା ପତଞ୍ଜଳି ଯୋଗ ସମିତି। ଏନେଇ ଏକ ଯୋଗାଭ୍ୟାସ କାର୍ଯ୍ୟକ୍ରମ କଟକରେ ଅନୁଷ୍ଠିତ ହୋଇଯାଇଛି। ଯୋଗ କରିବା ଦ୍ବାରା ମଣିଷ ଶାନ୍ତି ଓ ସୁସ୍ଥ ଶରୀର ଗଠନ କରିବାରେ ସଫଳ ହୋଇଥାଏ ବୋଲି ସେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଆବାଳବୃଦ୍ଧବନିତା ଯୋଗ ଦେଇ ଯୋଗ ଅଭ୍ୟାସ କରିଥିଲେ । କିପରି ଯୁବପୀଢ଼ି ଯୋଗ ପ୍ରତି ଆକୃଷ୍ଟ ହେବେ ସେ ଦିଗରେ ବେଶ ଯତ୍ନବାନ ରହିଥିଲେ ସମିତିର କର୍ମକର୍ତ୍ତା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କଟକ

ତେବେ ଆଜି ସାରା ଦେଶରେ ପାଳିତ ହେଉଛି ଯୋଗ ଦିବସ। ଏହିକ୍ରମରେ କଟକରେ ମଧ୍ୟ ଯୋଗ ଦିବସ ପାଳିତ ହେଉଛି । ସୁସ୍ଥ ଶରୀର ଗଠନ, ସକରାତ୍ମକ ଚିନ୍ତାଧାରାରେ ଉର୍ଣ୍ଣୀତ ଓ ପରମ ଶାନ୍ତି ପାଇବା ପାଇଁ ପ୍ରତି କୋଣ ଅନୁକଣରେ ପାଳିତ ହେଉଛି ଏହି ଦିବସ । ଯାହାକୁ ଆପଣାଇଛନ୍ତି ସହରର ପ୍ରତ୍ୟକ ଜନସଧାରଣ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ସ୍ଲଗ :-ବର୍ଷା ଦିନ ପୂର୍ବରୁ ମହାନଗର ନିଗମର ସଫେଇ ଚିନ୍ତା ,ପ୍ରଶାସନ ସଫେଇ ବ୍ୟବସ୍ଥା କୁ ଗୁରୁତ୍ୱ ନଦେବାକୁ ଦାବୀ ...  
ରିପୋର୍ଟର:ସମୀର ଆଚାର୍ଯ୍ୟ,
ଫମାର୍ଟ  : ପ୍ୟାକେଜ,
ସ୍ଥାନ       :ବ୍ରହ୍ମପୁର,
ତାରିଖ    : ୨୦-୦୬-୧୯. -( ଭିଜୁଆଲ  ମୋଜୋ ରେ ଯାଇଛି .)
 (ଆଙ୍କର):- ଆଗକୁ ବର୍ଷା ଦିନ । ଆଉ ଏହାରି ପୁର୍ବରୁ ବ୍ରହ୍ମପୁର ମହାନଗର ନିଗମ ରେ ସଫେଇ କୁ ନେଇ ବଢିଲାଣି ଚିନ୍ତା  । ସାମାନ୍ୟ ବର୍ଷା ହେଲେ ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ନାଳ ନର୍ଦ୍ଧମାର ଜଳ ମୁଖ୍ୟ ରାସ୍ତା ଉପରେ ଭାସିବା ସହ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିବା ନଜର ରହିଛି  । ଏଣୁ ଚଳିତବର୍ଷର ବର୍ଷାଦିନ ପୂର୍ବରୁ ସହରର ମୁଖ୍ୟ ନାଳ ସହ ବିଭିନ୍ନ ସ୍ଥାନରେ ପାଣି ଜମୁଥିବା ସ୍ଥାନକୁ ସଫେଇ କରିବାକୁ ଦାବୀ କରିଛନ୍ତି ସହରବାସୀ  ।  
(ଭି.ଓ-୧)-ବର୍ଷା ଦିନ ଆସିଲେ ବ୍ରହ୍ମପୁରବାସୀ ଙ୍କ ଚିନ୍ତାର ବିଷୟ ପାଲଟିଯାଇଥାଏ ସହରର ନାଳ ନର୍ଦ୍ଧମା କୁ ନେଇ ।ସହରର ବହୁ ସ୍ଥାନରେ ରହିଥିବା ନାଳ ନର୍ଦ୍ଧମା ଗୁଡିକ ସଫେଇ ନହୋଇ ପୋତି ରହିଥିବା ସାଙ୍ଗକୁ ବହୁ ପୁରାତନ ନାଳ ଗୁଡିକ ଭାଙ୍ଗିରୁଜି ରହିଥିବା ଯୋଗୁଁ ସାମାନ୍ୟ ବର୍ଷାରେ ସହରର ବହୁ ପ୍ରମୁଖ ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି ରହିବା ସହ କୃତ୍ରିମ ବନ୍ୟା ଦେଖାଦେଉଥିବା ଯୋଗୁଁ ଚଳିତଥର ଜିଲ୍ଲା ପ୍ରଶାସନ ଓ ମହାନଗର ନିଗମ ଏହାକୁ  କିଭଳି ମୁକାବିଲା କରିବ ତାହା ଉପରେ ରହିଛି ନଜର ।ସେପଟେ ବର୍ଷା ଦିନ ପୁର୍ବରୁ ନିଗମର ପରିମଳ ବ୍ୟବସ୍ଥା ପ୍ରତି ଗୁରୁତ୍ବ ଦିଆଯାଉଥିବା କହିଛନ୍ତି ଜିଲ୍ଲାପାଳ ।
ବାଇଟ-୧- ବିଜୟ ଅମୃତ କୁଲାଙ୍ଗେ(ଜିଲ୍ଲାପାଳ-ଗଞ୍ଜାମ)
 (ଭି.ଓ-୨)- ପୁର୍ବରୁ ଅନେକ ଥର ଲଗାଣବର୍ଷା କୁ ନେଇ  ବ୍ରହ୍ମପୁର ସହରରେ ପ୍ରମୁଖ ନାଳ ନର୍ଦ୍ଧମାର ଜଳ ବିଭିନ୍ନ ମୁଖ୍ୟ ରାସ୍ତା ସହ ଅନେକ ଘରେ ପଶିବାର ନଜର ରହିଥିବା ବେଳେ ଗତ କିଛି ମାସ ମଧ୍ୟରେ ନିଗମ ପକ୍ଷରୁ ଅନେକ ସଫେଇକାର୍ଯ୍ୟ ହାତକୁ ନିଆଯାଇଥିବା ବେଳେ ପାଣି ଜମିରହୁଥିବା ସ୍ଥାନ ଗୁଡିକ ଯୁର୍ଦ୍ଧକାଳୀନ ଭିତ୍ତିରେ ସଫେଇ କରିବାକୁ ଦାବୀ କରାଯାଇଛି ।
ବାଇଟ-୨- କିଶୋର ମହାରଣା(ବ୍ରହ୍ମପୁର ବାସିନ୍ଦା)
ବାଇଟ-୩- ଟୁକୁ ପ୍ରଧାନ(ବ୍ରହ୍ମପୁର ବାସିନ୍ଦା)
(ଫା.ଭି.ଓ)- ଗୋଟିଏ ପଟେ ବର୍ଷା ଦିନ ପୁର୍ବରୁ ପ୍ରଶାସନ ପକ୍ଷରୁ ପରିମଳ ବ୍ୟବସ୍ଥାରେ ସୁଧର ଆଣିବା ପାଇଁ ଯୋଜନା ହୋଇଥିବା ବେଳେ ଏହା ଆଗାମୀ ଦିନରେ କେତେ କାର୍ଯ୍ୟକାରୀ ହୋଉଛି ତାହା ଦେଖିବାକୁ ବାକି ରହିଲା । ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.