ETV Bharat / state

IIFLରୁ 12 କୋଟି ଡକାୟତି ଘଟଣା, ବଢିପାରେ ଅଭିଯୁକ୍ତଙ୍କ ସଂଖ୍ୟା

ଆଇଆଇଏଫଏଲ ଡକାୟତି ଘଟଣାରେ କମୁନି ସସପେନ୍ସ । ଅଭିଯୁକ୍ତଙ୍କ ସଂଖ୍ୟା 13 କୁ ବୃଦ୍ଧି ପାଇଁ ଥିବା ବେଳେ ଏହା ଭିତରେ ପୋଲିସ ଲକ୍ଷ ଲକ୍ଷ ଟଙ୍କାର ସୁନା ମଧ୍ୟ ଜବତ କରି ସାରିଛି । ତେବେ ଖୁବ ଶୀଘ୍ର ଆଇଆଇଏଫଏଲ ଡ଼କାୟତି ଘଟଣାର ପର୍ଦ୍ଦାଫାସ ହେବ ବୋଲି କହିଛନ୍ତି ଆଇଆଇଏଫଏଲ କର୍ମଚାରୀ । ଅଧିକ ପଢନ୍ତୁ...

author img

By

Published : Dec 6, 2020, 1:30 PM IST

Updated : Dec 6, 2020, 2:05 PM IST

IIFL robbery case
ଆଇଆଇଏଫଏଲ ଡକାୟତି ଘଟଣା, ବଢିପରେ ଅଭିଯୁକ୍ତଙ୍କ ସଖ୍ୟା

କଟକ: ଆଇଆଇଏଫଏଲ ଡକାୟତି ଘଟଣାରେ କମୁନି ସସପେନ୍ସ । ଅଭିଯୁକ୍ତଙ୍କ ସଂଖ୍ୟା 13 କୁ ବୃଦ୍ଧି ପାଇଁ ଥିବା ବେଳେ ଏହା ଭିତରେ ପୋଲିସ ଲକ୍ଷ ଲକ୍ଷ ଟଙ୍କାର ସୁନା ମଧ୍ୟ ଜବତ କରି ସାରିଛି । ହେଲେ ଏତିକିରେ ସୀମିତ ରହିନି ତଦନ୍ତ । ବର୍ତ୍ତମାନ ତଦନ୍ତ ପ୍ରକ୍ରିୟା ଆହୁରି ତୀବ୍ର ହୋଇଛି ।

ଘଟଣାରେ ଜାରି ରହିଛି ଅଡିଟ । ଘନ ଘନ ଅଡ଼ିଟ ସମୟରେ ସମସ୍ତ ଶାଖା ଓ କର୍ମଚାରୀଙ୍କୁ କରାଯାଇଛି ସାମିଲ । ଯେପରି ଗୋଟିଏ ବି ଅଭିଯୁକ୍ତ ଏହି ମାମଲାରୁ ଖସି ନ ଯାଆନ୍ତି ସେନେଇ ପୋଲିସ ତଦନ୍ତ ପ୍ରକ୍ରିୟାକୁ ଆହୁରି କଠୋର କରିଛି । ଏହାରି ଭିତରେ ଅନେକ ତଥ୍ୟ ସାମ୍ନାକୁ ଆସିଛି । ତେବେ ଖୁବ ଶୀଘ୍ର ଆଇଆଇଏଫଏଲ ଡ଼କାୟତି ଘଟଣାର ପର୍ଦ୍ଦାଫାସ ହେବ ବୋଲି କହିଛନ୍ତି ଆଇଆଇଏଫଏଲ କର୍ମଚାରୀ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Dec 6, 2020, 2:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.