ETV Bharat / state

ଅବକାରୀ ବିଭାଗ ଚଢାଉ, ବିପୁଳ ପରିମାଣର ଆଇଡି ଲିକର ଜବତ

ବିପୁଳ ପରିମାଣର ପୋଚ ଓ ଆଇଡି ଲିକର ସହ ଅନ୍ୟାନ୍ୟ ଅବକାରୀ ସାମଗ୍ରୀ ଜବତ କରିଛି କଟକ ଅବକାରୀ ବିଭାଗ । ତାଳବସ୍ତା ଓ କୋରଗାଁ ଗ୍ରାମରୁ ଏହି ସାମଗ୍ରୀ ଜବତ କରାଯାଇଛି । ଅଧିକ ପଢନ୍ତୁ...

ଅବକାରୀ ବିଭାଗ ଚଢାଉ, ବିପୁଳ ପରିମାଣର ଆଇଡି ଲିକର ଜବତ
ଅବକାରୀ ବିଭାଗ ଚଢାଉ, ବିପୁଳ ପରିମାଣର ଆଇଡି ଲିକର ଜବତ
author img

By

Published : Jul 22, 2020, 8:16 PM IST

କଟକ: ଜିଲ୍ଲା ଅବକାରୀ ବିଭାଗକୁ ବଡ ସଫଳତା । ବିପୁଳ ପରିମାଣର ପୋଚ ଓ ଆଇଡି ଲିକର ସହ ଅନ୍ୟାନ୍ୟ ଅବକାରୀ ସାମଗ୍ରୀ ଜବତ କରିଛି ବିଭାଗ । ତାଳବସ୍ତା ଓ କୋରଗାଁ ଗ୍ରାମରୁ ଏହି ସାମଗ୍ରୀ ଜବତ କରାଯାଇଛି ।

ଅବକାରୀ ବିଭାଗ ଚଢାଉ, ବିପୁଳ ପରିମାଣର ଆଇଡି ଲିକର ଜବତ
ଅବକାରୀ ବିଭାଗ ଚଢାଉ, ବିପୁଳ ପରିମାଣର ଆଇଡି ଲିକର ଜବତ
ଅବକାରୀ ବିଭାଗ ଚଢାଉ, ବିପୁଳ ପରିମାଣର ଆଇଡି ଲିକର ଜବତ
ଅବକାରୀ ବିଭାଗ ଚଢାଉ, ବିପୁଳ ପରିମାଣର ଆଇଡି ଲିକର ଜବତ
ଜବତ ସାମଗ୍ରୀ ମଧ୍ୟରେ 10,675 ଲିଟର ପୋଚ ଏବଂ 805 ଲିଟର ଆଇଡି ଲିକର ରହିଛି । ତେବେ ଘଟଣାରେ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇନାହିଁ । ପୋଲିସ ଆସିବାର ଖବର ପାଇ ସେଠାରୁ ଦୁର୍ବୁତ୍ତ ଚମ୍ପଟ ମାରିଥିବା ଜଣାପଡିଛି ।

ବିଭାଗୀୟ ପୋଲିସ ସମସ୍ତ ଅବକାରୀ ସାମଗ୍ରୀକୁ ଜବତ କରିଛି । ଏହି କାରବାର ପଛରେ ଏକ ବଡ ରାକେଟ୍ ଥିବା ନେଇ ଅବକାରୀ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହା ଉପରେ ଅଧିକ ତଦନ୍ତ ଜାରି ରହିଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.