ETV Bharat / state

‘ଟୋକିଓ ଅଭିଯାନରେ ସଫଳ ହେବ ଭାରତ’

ଅଲମ୍ପିକ କ୍ଵାଲିଫାୟାର ମ୍ୟାଚରେ ଟିମ ଇଣ୍ଡିଆ ଭଲ ପ୍ରଦର୍ଶନ କରିଛି । ଟୋକିଓରେ ହେବାକୁ ଥିବା ମ୍ୟାଚର ବିଜୟ ମୁକୁଟ ଭାରତୀୟ ଦଳ ପିନ୍ଧିବ ବୋଲି ଆଶାବ୍ୟକ୍ତ କରିଛନ୍ତି ହକି ଓଡିଶା ସାଧାରଣ ସମ୍ପାଦକ।

author img

By

Published : Nov 24, 2019, 2:23 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ଅଲମ୍ପିକ କ୍ବାଲିଫାୟାର ମ୍ୟାଚର ବିଜୟ ପରେ ଟୋକିଓ ଟିକେଟ ହାତେଇଛି ଭାରତ । ଉଭୟ ପୁରୁଷ ଓ ମହିଳା ଦଳ ଅଲମ୍ପିକ ଖେଳିବା ପାଇଁ ହୋଇଛନ୍ତି ଯୋଗ୍ୟ ବିବେଚିତ । ହେଲେ କହିବାକୁ ଗଲେ ମହିଳା ଦଳ ଅପେକ୍ଷା ପୁରୁଷ ଦଳରେ ସାମାନ୍ୟ ତ୍ରୁଟି ରହିଛି । ଯାହା ଦଳକୁ ଆଗମୀ ମ୍ୟାଚରେ ସାମାନ୍ୟ ଅସୁବିଧାରେ ପକାଇବା ନେଇ ଅନୁମାନ କରାଯାଉଛି ।

କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଅଲମ୍ପିକ କ୍ଵାଲିଫାୟାର ମ୍ୟାଚରେ ଟିମ ଇଣ୍ଡିଆ ଭଲ ପଦର୍ଶନ କରିଥିଲା । ହେଲେ ପେରନାଲଟି କର୍ଣ୍ଣରକୁ ଗୋଲରେ ପରିଣତ କରିବାରେ କେଉଁଠି ନା କେଉଁଟି ବିଫଳ ହେଇଥିଲା ଦଳ। ହେଲେ ଏହି ଦିଗରେ ହକି ଇଣ୍ଡିଆ ନିହାତି ଦୃଷ୍ଟି ଦେବା ଦରକାର । କାରଣ ଆଗକୁ ଆସୁଛି ଅନେକ ମେଗା ଇଭେଣ୍ଟ। ଏହାରି ଭିତରେ ଭାରତୀୟ ହକି ଦଳ ଯେମିତି ପଛରେ ନରହୁ ବୋଲି କହିଛନ୍ତି ହକି ଓଡିଶାର ସାଧାରଣ ସମ୍ପାଦକ।

‘ଟୋକିଓ ଅଭିଯାନରେ ସଫଳ ହେବ ଭାରତ’

ଏହାସହିତ ଦଳ ମଧ୍ୟରେ ଭଲ ବୁଝାମଣାର ମଧ୍ୟ ଆଵଶ୍ୟକତା ରହିଛି। ଯାହା ଆଗାମୀ ଦିନରେ ଭାରତକୁ ଟୋକିଓ ଅଭିଯାନରେ ସଫଳ କରାଇବ ବୋଲି ପ୍ରତିକ୍ରୟା ପ୍ରକାଶ କରିଛନ୍ତି ସାଧାରଣ ସମ୍ପାଦକ ପ୍ରତାପ ଶତପଥି।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଅଲମ୍ପିକ କ୍ବାଲିଫାୟାର ମ୍ୟାଚ ରେ ବିଜୟ ପରେ ଟୋକିଏ ଟିକେଟ କାଟିଛି ଭାରତ । ଉଭୟ ପୁରୁଷ ଓ ମହିଳା ଦଳ ଅଲମ୍ପିକ ଖେଳିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ହେଲେ କହିବାକୁ ଗଲେ ମହିଳା ଦଳ ଅପେକ୍ଷା ପୁରୁଷ ଦଳ ରେ ସାମାନ୍ୟ ତ୍ରୁଟି ରହିଛି । ଯାହା ଦଳକୁ ଆଗମୀ ମ୍ୟାଚ ରେ ଅସୁବିଧା ରେ ପକେଇପାରେ ।

କଳିଙ୍ଗ ଷ୍ଟାଡିଅମ ରେ ଖେଳାଯାଇଥିବା ଅଲମ୍ପିକ କ୍ଵଲିଫାୟାର ମ୍ୟାଚ ରେ ଟିମ ଇଣ୍ଡିଆ ଭଲ ପଦର୍ଶନ କରିଥିଲା । ହେଲେ ପେରନାଲଟି କର୍ଣ୍ଣର କୁ ଗୋଲ ରେ ପରିଣତ କରିବା ରେ କେଉଁଠି ନା କେଉଁଟି ବିଫଳ ହେଇଥିଲା ଦଳ । କିନ୍ତୁ ଏହି ଦିଗ ରେ ହକି ଇଣ୍ଡିଆ ନିହାତି ଦୃଷ୍ଟି ଦେବା ଦରକାର । କାରଣ ଆଗକୁ ଆସୁଛି ଅନେକ ମେଗା ଇଭେଣ୍ଟ । ଏହାରି ଭିତରେ ଭାରତୀୟ ହକି ଦଳ ଯେମିତି ପଛରେ ନ ରହୁ ।

ଏହାସହିତ ଦଳ ମଧ୍ୟରେ ଭଲ ବୁଝାମଣା ର ମଧ୍ୟ ଆଵଶ୍ୟକତା ରହିଛି ଯାହା ଆଗାମୀ ଦିନରେ ଭାରତ କୁ ଟୋକିଓ ଅଭିଯାନ ରେ ସଫଳ କରାଇବ ବୋଲି କହିଛନ୍ତି ହକି ଓଡିଶା ସାଧାରଣ ସମ୍ପାଦକ ପ୍ରତପ ଶତପଥି ।

Body:ବାଇଟ: ପ୍ରତାପ ଶତପଥି ( ହକି ଓଡିଶା ସାଧାରଣ ସମ୍ପାଦକ)

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.