ETV Bharat / state

ଗଞ୍ଜାମ ବସ ଟ୍ରାଜେଡି: ଆଖିବୁଜିଲେ ମହାଲକ୍ଷ୍ମୀ, ମୃତ୍ୟୁ ସଂଖ୍ୟା 11କୁ ବୃଦ୍ଧି

author img

By

Published : Feb 16, 2020, 12:01 AM IST

ଜୀବନ ସହ ସଂଘର୍ଷ କରି ହାରିଗଲେ ମହାଲକ୍ଷ୍ମୀ ରେଡ୍ଡୀ । ବ୍ରହ୍ମପୁର ମେଣ୍ଡରାଜପୁରଠାରେ ୧୧ କେଭି ତାର ସଂସ୍ପର୍ଶରେ ଆସି ଜଳିଯାଇଥିଲା ଏକ ବସ । ଯେଉଁଥିରେ 10 ଜଣଙ୍କ ଜୀବନ ଯାଇଥିବା ବେଳେ ଅନେକ ଆହତ ହୋଇଥିଲେ । ତେବେ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୧ରେ ପହଁଚିଛି । ଅଧିକ ପଢନ୍ତୁ...

ganjam-bus-tragedy-one-more-women-died
ଗଞ୍ଜାମ ବସ ଦୁର୍ଘଟଣା ମାମଲା, ଆଉ ଜଣେ ମହିଳା ମୃତ

କଟକ: ଜୀବନ ସହ ସଂଘର୍ଷ କରି ହାରିଗଲେ ମହାଲକ୍ଷ୍ମୀ ରେଡ୍ଡୀ । ବ୍ରହ୍ମପୁର ମେଣ୍ଡରାଜପୁରଠାରେ ୧୧ କେଭି ତାର ସଂସ୍ପର୍ଶରେ ଆସି ଜଳିଯାଇଥିଲା ଏକ ବସ । ଯେଉଁଥିରେ 10 ଜଣଙ୍କ ଜୀବନ ଯାଇଥିବା ବେଳେ ଅନେକ ଆହତ ହୋଇଥିଲେ ।

ତେବେ ଶନିବାର ସେହି ବସ ଦୁର୍ଘଟଣାରେ ଗୁରୁତର ହୋଇଥିବା ମହିଳା ମହାଲକ୍ଷ୍ମୀ ରେଡ୍ଡୀ ଚିକିତ୍ସାଧିନ ଅବସ୍ଥାରେ କଟକ ବଡ଼ ମେଡିକାଲରେ ଆଖି ବୁଜିଛନ୍ତି ।

ଏଠାରେ ସୂଚନାଯୋଗ୍ୟ, ଉକ୍ତ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୧ ରେ ପହଁଚିଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.