ETV Bharat / state

'ଫନି' ପ୍ରପୀଡିତଙ୍କୁ ସହାୟତା ବାଣ୍ଟିଲେ ପଞ୍ଚାୟତରାଜ ମନ୍ତ୍ରୀ - ani-cyclone-compensation-distribute

ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଆଇନ ଓ ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ବାତ୍ୟା ଫନି ପ୍ରପୀଡିତଙ୍କୁ ସହାୟତା ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କା ଘର ନିର୍ମାଣ କାର୍ଯ୍ୟାଦେଶ , ଫନି ଘର ଭଙ୍ଗା ସହାୟତା ରାଶି ଓ ମଙ୍ଗଳ ଯୋଜନାରେ ଦିବ୍ୟାଙ୍ଗମାନଙ୍କୁ ଟ୍ରାଇ ସାଇକେଲ ବଣ୍ଟନ କରିଛନ୍ତି ମନ୍ତ୍ରୀ ପ୍ରତାପ ଜେନା।

ଫଟୋ ସୌଜନ୍ୟ: ସମ୍ବାଦଦାତା,କଟକ
author img

By

Published : Aug 25, 2019, 12:42 PM IST

Updated : Aug 25, 2019, 2:20 PM IST

କଟକ: 'ଫନି' ଦୋହଲାଇଥିଲା ସିଲଭରସିଟି ସ୍ଥିତି । ସହରକୁ ଛାଡିଦେଲେ ଅନ୍ୟ ସମସ୍ତ ନିର୍ବାଚନ ମଣ୍ଡଳୀରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା । ଏବେ ଫନି କ୍ଷତିଗ୍ରସ୍ତଙ୍କ ଦୁଃଖ ଲାଘବ କରିବା ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟସରକାର । 'ଫନି'ରେ ସର୍ବାଧିକ ପ୍ରଭାବିତ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ 'ଫନି' ସହାୟତା ପ୍ରଦାନ କରାଯାଇଛି । ବିଭିନ୍ନ ପଞ୍ଚାୟତର ବାତ୍ୟା ପ୍ରପୀଡିତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କା ଘର ନିର୍ମାଣ କାର୍ଯ୍ୟାଦେଶ , ଫନି ଘରଭଙ୍ଗା ସହାୟତା ରାଶି ଓ ଦିବ୍ୟାଙ୍ଗମାନଙ୍କୁ ଟ୍ରାଇ ସାଇକେଲ ବଣ୍ଟନ କରାଯାଇଛି । ଏଥିରେ ଆଇନ ଓ ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,କଟକ

ମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ କ୍ଷତିଗ୍ରସ୍ତ ହିତାଧିକାରୀଙ୍କୁ ଗୃହ ନିର୍ମାଣ କାର୍ଯ୍ୟାଦେଶ ଓ ଫନି ସହାୟତା ରାଶି ବଣ୍ଟନ କରିଛନ୍ତି । ଏଥିସହ ମଙ୍ଗଳ ଯୋଜନା ସହାୟତା ଓ ଦିବ୍ୟାଙ୍ଗ ମାନଙ୍କୁ ଉପକରଣ ବଣ୍ଟନ କରିଛନ୍ତି ମନ୍ତ୍ରୀ । ଯୋଗ୍ୟ ହିତାଧିକାରୀ ମାନେ ସରକାରୀ ପ୍ରୋତ୍ସାହନରୁ କେବେ ହେଲେ ବଞ୍ଚିତ ହେବେ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଫନି ଦୋହଲାଇଥିଲା ସିଲଭରସିଟି ସ୍ଥିତି । ସହର କୁ ଛାଡିଦେଲେ ଅନ୍ୟ ସମସ୍ତ ନିର୍ବାଚନ ମଣ୍ଡଳୀ ରେ ପରିସ୍ଥିତି ସମ୍ପୂର୍ଣ ଭୟାବହ ହୋଇପଡିଥିଲା । ତେବେ ଏହି ବ୍ୟାପକ କ୍ଷତି କୁ ପୂର୍ଣ୍ଣ କରିବା ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି । ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ପଂଚାୟତର ଆବାସ ଯୋଜନା,ବିଜୁ ପକ୍କା ଘର ର କାର୍ଯ୍ୟାଦେଶ , ଫନିର ସହାୟତା ରାଶି ଓ ଭିନ୍ନକ୍ଷମ ମାନଙ୍କୁ ଟ୍ରାଇ ସାଇକେଲ ବଣ୍ଟନ କରିଛନ୍ତି ରାଜ୍ୟସରକାର ।

ଏହି ଉତ୍ସବରେ ମାନ୍ୟବର ପଂଚାୟତିରାଜ ଓ ପାନୀୟଜଳ ,ଆଇନ , ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ମୁଖ୍ୟଅତିଥି ଭାବେ ଯୋଗଦାନ କରି ହିତାଧିକାରୀ ମାନଙ୍କୁ କାର୍ଯ୍ୟାଦେଶ ଓ ସହାୟତା ରାଶି ବଣ୍ଟନ କରିଛନ୍ତି । ଫନି ପରେ କଟକର ସ୍ଥିତି ଜରାଜୀର୍ଣ୍ଣ ହୋଇପଡିଥିଲା । ତେବେ ଏହି ବଣ୍ଟନ କାର୍ଯ୍ୟକ୍ରମ ଲୋକମାନଙ୍କ ପାଇଁ କେତେ ଆବଶ୍ୟକ ଥିଲା ତାହା ସ୍ପଷ୍ଟ ବାରି ହୋଇପଡୁଛି । ତେବେ ସରକାରୀ ପ୍ରୋତ୍ସାହନ ରୁ କେହି ବଞ୍ଚିତ ହେବେନି ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ପ୍ରତାପ ଜେନା ।
Body:No needConclusion:
Last Updated : Aug 25, 2019, 2:20 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.