ETV Bharat / state

ଶାଶୁଙ୍କୁ ବଞ୍ଚାଇବାକୁ ଯାଇ ଚାଲିଗଲା ଶାଶୁ ସମେତ 2 ବୋହୂଙ୍କ ଜୀବନ

ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ । ତାରରେ ଲୁଗା ଶୁଖାଉଥିବା ବେଳେ ଘଟିଛି ଏ ଅଘଟଣ । ଘଟଣାସ୍ଥଳରେ ହିଁ ତିନି ଜଣ ମୃତ୍ୟୁ ଘଟିଥିବା ଜଣାପଡିଛି।

author img

By

Published : Oct 25, 2019, 3:15 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା, କଟକ

କଟକ: ଶାଶୁଙ୍କୁ ବଞ୍ଚାଇବାକୁ ଯାଇ ଚାଲିଗଲା ଶାଶୁ ସମେତ 2 ବୋହୂଙ୍କ ଜୀବନ। ଏଭଳି ଅଘଟଣ ଘଟିଛି ସାଲେପୁର ଭାରିଗୋଳ ପଞ୍ଚାୟତ ବେତେଇ ଗ୍ରାମର 1 ନମ୍ବର ୱାର୍ଡରେ। ମୃତକ ହେଉଛନ୍ତି ଶାଶୁ ହେଉଛନ୍ତି ଝୁନି ମଲ୍ଲିକ ଏବଂ ଦୁଇ ବୋହୂ ଚୁମି ମଲ୍ଲିକ ଓ ସିତ ମଲ୍ଲିକ।

ଶାଶୁଙ୍କୁ ବଞ୍ଚାଇବାକୁ ଯାଇ ଚାଲିଗଲେ ଶାଶୁଙ୍କ ସମେତ 2 ବୋହୂ

ଶାଶୂ ଝୁନି ଘର ବାହାରେ ଥିବା ତାରରେ ଲୁଗା ଶୁଖାଉଥିଲେ। ଏହି ସମୟରେ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା। ତେବେ ଝୁନିଙ୍କୁ ତାଙ୍କ 2 ବୋହୂ ଚୁମି ଓ ସିତ ବଞ୍ଚାଇବାକୁ ଯାଇ ପ୍ରାଣ ହରାଇଥିଲେ। ଘଟଣାସ୍ଥଳରେ ହିଁ 3 ଜଣଙ୍କ ମୃତ୍ୟୁ ହୋଇଥିଲା। ଗ୍ରାମବାସୀ ତିନି ଜଣଙ୍କୁ ଉଦ୍ଧାର କରି ସାଲେପୁର ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ, ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ବିଦ୍ୟୁତ ଆଘାତରେ ୩ ମୃତୁ।ସାଲେପୁର ଥାନା ଭାରିଗୋଳ ପଞ୍ଚାୟତ ବେତେଇ ଗ୍ରାମର ଏକ ନମ୍ବର ଓ୍ବାର୍ଡ ରେ ବିଦ୍ୟୁତ ଆଘାତରେ ଶାଶୁ ଙ୍କ ସମେତ ୩ ବୋହୂ ଙ୍କର ମୃତୁ ଘଟିଛି।
ମୃତ ଶାଶୁ ଓ ଦୁଇ ବୋହୂ ହେଉଛନ୍ତି ଝୁନି ମଲ୍ଲିକ, ଚୁମି ମଲ୍ଲିକ, ସିତ ମଲ୍ଲିକ।ସୂଚନା ଅନୁଯାୟୀ ଘର ବାହାରେ ଥିବା ବିଦ୍ଯୁତ ତାରରେ ଲୁଗା ଶୁଖାଉଥିବା ବେଳେ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି । ଗ୍ରାମବାସୀ ଉଦ୍ଧାର କରି ସାଲେପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।Body:No needConclusion:No need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.