ETV Bharat / state

ମୂର୍ତ୍ତି ଉଚ୍ଚତା ମାମଲା, ଆସନ୍ତାକାଲି ପ୍ରକାଶ ପାଇବ ରାୟ - ହାଇକୋର୍ଟ

ବାଲୁ ବଜାର ପୂଜା ମଣ୍ଡପର ମୂର୍ତ୍ତି ଉଚ୍ଚତା ମାମଲା । ମାମଲାର ଶୁଣାଣି ଶେଷ କଲେ ହାଇକୋର୍ଟ। ଆସନ୍ତାକାଲି ପ୍ରକାଶ ପାଇବ ରାୟ। ଅଧିକ ପଢନ୍ତୁ...

ମୂର୍ତ୍ତି ଉଚ୍ଚତା ମାମଲା, ଆସନ୍ତାକାଲି ପ୍ରକାଶ ପାଇବ ରାୟ

author img

By

Published : Sep 16, 2021, 1:34 PM IST

କଟକ: ବାଲୁ ବଜାର ପୂଜା ମଣ୍ଡପର ମୂର୍ତ୍ତି ଉଚ୍ଚତା ମାମଲା । ମାମଲାର ଶୁଣାଣି ଶେଷ କଲେ ହାଇକୋର୍ଟ। ଆସନ୍ତାକାଲି ପ୍ରକାଶ ପାଇବ ରାୟ। ତେବେ ଦୀର୍ଘ ସମୟ ଧରି ଯୁକ୍ତି ଉପସ୍ଥାପନ ପରେ ଆସନ୍ତାକାଲି ରାୟ ଆସିବ । ଏନେଇ ଆବେଦନକାରୀ ସୂର୍ଯ୍ୟକାନ୍ତ ସାଙ୍ଗନାରିଆ ଖୋଦ ଏହି ସୂଚନା ଦେଇଛନ୍ତି ।

ମୂର୍ତ୍ତି ଉଚ୍ଚତା ମାମଲା, ଆସନ୍ତାକାଲି ପ୍ରକାଶ ପାଇବ ରାୟ

ଆବେଦନକାରୀଙ୍କ କହିବା ମୁତାବକ, ଯଦି 800 ରୁ ଉର୍ଦ୍ଧ୍ବ ବର୍ଷ ପୁରୁଣା ରଥଯାତ୍ରାରେ ଭଗବାନଙ୍କ ମୂର୍ତ୍ତି ଛୋଟ କରାଗଲାନି କି ରଥ ମଧ୍ୟ ଛୋଟ କରାଗଲାନି, ତେବେ 500 ବର୍ଷରୁ ଉର୍ଦ୍ଧ୍ବ ପୁରୁଣା ବାଲୁ ବଜାର ପୂଜା ମଣ୍ଡପର ମୂର୍ତ୍ତି ଉଚ୍ଚତା କାହିଁକି କମ କରାଯିବ । ଏପଟେ ଦୂର୍ଗା ପୂଜାକୁ ଆଉ କେଇଟା ଦିନ ବାକିଥିବାବେଳେ ମୂର୍ତ୍ତି ଉଚ୍ଚତା ନେଇ ଏପର୍ଯ୍ୟନ୍ତ ମାମଲାର ସମାଧାନ ହୋଇପାରିନି ।

ଏହାରି ଭିତରେ ଆସନ୍ତା କାଲି ପ୍ରକାଶ ପାଇବ ରାୟ। ତେବେ ହାଇକୋର୍ଟ କଣ ରାୟ ଦେଉଛନ୍ତି ତାହା ଉପରେ ସମସ୍ତଙ୍କର ନଜର ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.