ETV Bharat / state

ମାଡ ଅଭିଯୋଗରେ ନିଆଳି ଥାନା ଆଗରେ ଡ୍ରାଇଭର ସଂଘର ଧାରଣା

author img

By

Published : Jan 24, 2022, 5:16 PM IST

ହାଇଓ୍ବା ଡ୍ରାଇଭରଙ୍କୁ ମାଡ ଘଟଣାରେ ଅଭିଯୁକ୍ତକୁ ଗିରଫ ଦାବିରେ ନିଆଳି ଥାନା ଆଗରେ ଡ୍ରାଇଭର ସଂଘର ଧାରଣା । କଟକ ଜିଲ୍ଲା ନିଆଳି ଥାନା ଜଲ୍ଲାରପୁର ନିକଟରେ ହାଇଓ୍ବା ଡ୍ରାଇଭର ପ୍ରକାଶ କୁମାର ମୁଦୁଲିଙ୍କୁ କିଛି ଯୁବକ ମାଡ ମାରିବା ସହ ଫୋନ୍, ଟଙ୍କା ଓ ଗାଡି ଚାବି ଛଡାଇ ନେଇଥିବା ସମ୍ପର୍କରେ ସେ ନିଆଳି ଥାନାରେ ଗତକାଲି(ରବିବାର) ଏତଲା ଦେଇଥିଲେ । ଅଧିକ ପଢନ୍ତୁ

driver association protest  infront of niali police station
ହାଇଓ୍ବା ଡ୍ରାଇଭରକଙ୍କୁ ମାଡ; ଅଭିଯୁକ୍ତଙ୍କୁ ଗିରଫ ଦାବିରେ ନିଆଳି ଥାନା ସାମ୍ନାରେ ଡ୍ରାଇଭର ସଂଘର ଧାରଣା

ନିଆଳି: ହାଇଓ୍ବା ଡ୍ରାଇଭରଙ୍କୁ ମାଡ ଘଟଣାରେ ଅଭିଯୁକ୍ତକୁ ଗିରଫ ଦାବିରେ ନିଆଳି ଥାନା ଆଗରେ ଡ୍ରାଇଭର ସଂଘର ଧାରଣା । କଟକ ଜିଲ୍ଲା ନିଆଳି ଥାନା ଜଲ୍ଲାରପୁର ନିକଟରେ ହାଇଓ୍ବା ଡ୍ରାଇଭର ପ୍ରକାଶ କୁମାର ମୁଦୁଲିଙ୍କୁ କିଛି ଯୁବକ ମାଡ ମାରିବା ସହ ଫୋନ୍, ଟଙ୍କା ଓ ଗାଡି ଚାବି ଛଡାଇ ନେଇଥିବା ସମ୍ପର୍କରେ ସେ ନିଆଳି ଥାନାରେ ଗତକାଲି(ରବିବାର) ଏତଲା ଦେଇଥିଲେ ।

ମାଡ ଅଭିଯୋଗରେ ନିଆଳି ଥାନା ଆଗରେ ଡ୍ରାଇଭର ସଂଘର ଧାରଣା

ହେଲେ ପୋଲିସ କୌଣଷି କାର୍ଯ୍ୟାନୁଷ୍ଠାନ ନେଇ ନଥିବାରୁ ଡ୍ରାଇଭର ସଂଘ ପକ୍ଷରୁ ଆଜି ନିଆଳି ଥାନା ସାମ୍ନାରେ ଧାରଣା ଦିଆଯିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ତେବେ ଗତକାଲି ଡ୍ରାଇଭର ଏକ ବାଲି ବୋଝେଇ ହାଇୱା ନେଇ ଆସୁଥିବା ବେଳେ କିଛି ଯୁବକ ତାଙ୍କୁ ଅଟକାଇ ମାଡ ମାରିଥିଲେ ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.