ETV Bharat / state

SCBରେ ବଢୁଛନ୍ତି ଡେଙ୍ଗୁ ରୋଗୀ - dengu patient increase in cuttack scb

ବଢୁଛି ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଗୁରୁବାର କଟକ ଏସସିବିରେ 76 ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଛନ୍ତି । ଅଧିକ ପଢନ୍ତୁ...

SCBରେ ବଢୁଛନ୍ତି ଡେଙ୍ଗୁ ରୋଗୀ
author img

By

Published : Oct 31, 2019, 11:43 PM IST

କଟକ: ଏସସିବିରେ ଦିନକୁ ଦିନ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଗୁରୁବାର ଡେଙ୍ଗୁ ୱାର୍ଡରେ 72 ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ 4ଜଣ ଗୁରୁତର ଥିବା ସୂଚନା ରହିଛି ।

SCBରେ ବଢୁଛନ୍ତି ଡେଙ୍ଗୁ ରୋଗୀ

ସେହିପରି ଗୁରୁବାର 64ଟି ରକ୍ତ ନମୁନା ପରୀକ୍ଷା କରାଯାଇଥିଲା ସେଥିରୁ 6ଟି ରକ୍ତ ନମୁନା ପଜେଟିଭ ବାହାରିଛି । ସେଥିରୁ ଭଦ୍ରକରୁ ୨ ଜଣ, ଜଗତସିଂହପୁରରୁ ଜଣେ, ଯାଜପୁରରୁ ଜଣେ,କେନ୍ଦ୍ରାପଡାରୁ ୨ ଜଣଙ୍କ ରକ୍ତନମୁନା ପଜେଟିଭ ରହିଛି । ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା କମ୍‌ ଥିବା ମେଡିକାଲ ତରଫରୁ ସୂଚନା ରହିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:କଟକ ଏସସିବି ବଡ ମେଡିକାଲ ର ଡେଙ୍ଗୁୱାର୍ଡ ରେ ବଢ଼ୁଛନ୍ତି ଡେଙ୍ଗୁରୋଗୀ।ଆଜି ଏସସିବି ଡେଙ୍ଗୁୱାର୍ଡ ରେ ୭୨ ଜଣ ଡେଙ୍ଗୁରୋଗୀ ଚିକିତ୍ସିତ ହେଉଥିବାବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ଭାବେ ଡେଙ୍ଗୁ ଆଇସିୟୁ ରେ ଚିକିତ୍ସିତ ହେଉଛନ୍ତି ।ଆଜି ଏସସିବିରେ ୬୪ ଟି ରକ୍ତନମୁନା ପରୀକ୍ଷା କରାଯାଇଥିଲା ବେଳେ ସେଥିରୁ ୬ ଟି ରକ୍ତନମୁନା ପଜେଟିଭ ବାହାରିଛି।ସେଥିରୁ ଭଦ୍ରକ ରୁ ୨ ଜଣ,ଜଗତସିଂହପୁର ରୁ ଜଣେ,ଯାଜପୁର ରୁ ଜଣେ,କେନ୍ଦ୍ରାପଡା ରୁ ୨ ଜଣଙ୍କ ରକ୍ତନମୁନା ପଜେଟିଭ ବାହାରିଛି।ତେବେ ଚଳିତ ବର୍ଷ ପୂର୍ବବର୍ଷ ଅପେକ୍ଷା କମ ଡେଙ୍ଗୁରୋଗୀ ଏସସିବିକୁ ଆସିଥିବା ଜଣାପଡିଛି।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.