ETV Bharat / state

ଟପ୍ପର ଦେବାଶିଷ, ବଖାଣିଲେ ନିଜ ସଫଳତାର କାହାଣୀ - debashis panda reaction

99.95 ପ୍ରତିଶତ ମାର୍କ ରଖି କଟକର ଦେବାଶିଷ ପଣ୍ଡା ହୋଇଛନ୍ତି ଟପ୍ପର । ଏନେଇ ପ୍ରତିକ୍ରିୟା ରଖିଲେ ଦେବାଶିଷ । ଅଧିକ ପଢନ୍ତୁ...

ଜେଇଇ ମେନ ଟପ୍ପର ହେଲେ କଟକ ପୁଅ ଦେବାଶିଷ
ଜେଇଇ ମେନ ଟପ୍ପର ହେଲେ କଟକ ପୁଅ ଦେବାଶିଷ
author img

By

Published : Mar 25, 2021, 4:53 PM IST

Updated : Mar 25, 2021, 7:22 PM IST

କଟକ: ଜେଇଇ ମେନର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷାରେ 99.95 ପ୍ରତିଶତ ମାର୍କ ରଖି କଟକର ଦେବାଶିଷ ପଣ୍ଡା ଓଡିଶା ଟପ୍ପର ହୋଇଛନ୍ତି । ନେସନାଲ ଟେଷ୍ଟିଙ୍ଗ ଏଜେନ୍ସି ପକ୍ଷରୁ ରେଜଲ୍ଟ ଜାଣିବା ପରେ ଦେବାଶିଷଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି । ଏହି ସଫଳତା ପାଇଁ ପ୍ରତିକ୍ରିୟା ରଖିଛନ୍ତି ଦେବାଶିଷ ।

ଜେଇଇ ମେନ ଟପ୍ପର ହେଲେ କଟକ ପୁଅ ଦେବାଶିଷ

'ଅନଲାଇନରେ କ୍ଲାସ ଯୋଗୁଁ କିଛିଟା କଷ୍ଟ ଅନୁଭବ ହୋଇଥିଲା । ମାତ୍ର ଶିକ୍ଷକମାନେ ଏଭଳି ଘଡସନ୍ଧି ମୂହୁର୍ତ୍ତରେ ପୂର୍ଣ୍ଣ ସହଯୋଗ କରିଥିଲେ । ଏହାସହ ବାପାମାଆ ମଧ୍ୟ ଏଥିରେ ସହଯୋଗ କରିଥିଲେ । ଯାହାଫଳରେ ମୁଁ ଏହି ସଫଳତା ହାସଲ କରିପାରିଛି' ବୋଲି କହିଛନ୍ତି ଟପ୍ପର ଦେବାଶିଷ । ତେବେ ଆଗାମୀ ଦିନରେ ସେ ଏକ ବୈଜ୍ଞାନିକ ହେବାକୁ ଲକ୍ଷ୍ୟ ରଖିଥିବା ଜଣାଇଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Mar 25, 2021, 7:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.