ETV Bharat / state

ବଣିଆବନ୍ଧ ଜଙ୍ଗଲରୁ ହାତୀ ଶାବକର ମୃତଦେହ ଉଦ୍ଧାର

author img

By

Published : Sep 22, 2019, 10:17 PM IST

ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲରୁ ହାତୀ ଶାବକର ମୃତଦେହ ଠାବ କରିଛି ବନ ବିଭାଗ । ହାତୀ ଶାବକର ମୃତ୍ୟୁର କାରଣ ଜଣାପଡି ନଥିବାବେଳେ ମୃତଦେହକୁ ବ୍ୟବଚ୍ଛେଦ କରାନଯାଇ ସେଠାରେ ପୋତି ଦିଆଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ଆଠଗଡ ବନଖଣ୍ଡ ଖୁଣ୍ଟୁଣୀ ବନାଞ୍ଚଳ ଅଧୀନ ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲରେ ରବିବାର ଏକ ହାତୀ ଶାବକର ମୃତଦେହ ଠାବ କରିଛି ବନବିଭାଗ । ଜଙ୍ଗଲରେ ହାତୀ ଶାବକଟି ମରିପଡିଥିବାବେଳେ ତା' ଚାରିପଟେ ହାତୀପଲ ସବୁ ଚିତ୍କାର କରୁଥିଲେ । ଏସମ୍ପର୍କରେ ସ୍ଥାନୀୟ ଖଣ୍ଡୁଆଳି ଗ୍ରାମର କିଛି ଲୋକ ବନବିଭାଗକୁ ଖବର ଦେଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଖବର ପାଇ ଘଟଣାସ୍ଥଳରେ ଫରେଷ୍ଟର କୃଷ୍ଣ ଚନ୍ଦ୍ର ସ୍ବାଇଁ ଓ ଅନ୍ୟ ବନ କର୍ମଚାରୀମାନେ ପହଞ୍ଚିଥିଲେ । ବନ ବିଭାଗ ଓ ଲୋକଙ୍କ ଭିଡ ଦେଖି ହାତୀପଲ ସେଠାରୁ ଚାଲି ଯାଇଥିଲେ । ହାତୀ ଶାବକ ମୃତଦେହ ବ୍ୟବଚ୍ଛେଦ କରାନଯାଇ ସେଠାରେ ପୋତି ଦିଆଯାଇଛି । ଯାହା ସାଧାରଣରେ ଏବେ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି । ତେବେ ହାତୀ ଶାବକର କେଉଁ କାରଣରୁ ମୃତ୍ୟୁ ଘଟିଛି ତାହା ଜଣାପଡିନାହିଁ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:
ଆଠଗଡ ବନଖଣ୍ଡ ଖୁଣ୍ଟୁଣୀ ବନାଞ୍ଚଳ ଅଧିନ ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଏକ ହାତୀ ଶାବକର ମୃତ ଦେହକୁ ବନବିଭାଗ ଠାବ କରିଛି।ଏହି ଜଙ୍ଗଲ ମଧ୍ୟରେ ହାତୀ ଶାବକ ଟି ମରିପଡିଥିବା ଓ ତା ଚାରିପଟେ ହାତୀପଲ ସବୁ ଚିତ୍କାର କରୁଥିବା ସ୍ଥାନୀୟ ଖଣ୍ଡୁଆଳୀ ଗ୍ରାମର କେତେକ ଲୋକ ଦେଖି ବନବିଭାଗ କୁ ଖବର ଦେଇଥିଲେ। ବନବିଭାଗ ର ଫରେଷ୍ଟର କୃଷ୍ଣ ଚନ୍ଦ୍ର ସ୍ବାଇଁ ଙ୍କ ସମେତ ବନ କର୍ମଚାରୀ ମାନେ ଶରଡ ପଡିଆ ଠାରେ ମରି ପଡିଥିବା ହାତୀ ଶାବକ ପାଖରେ ପହଞ୍ଚିଥିଲେ ।ବନବିଭାଗ ଓ ଲୋକଙ୍କୁ ଦେଖି ହାତୀପଲ ଚାଲି ଯାଇଥିଲେ।ତେବେ ବନବିଭାଗ ବିନା ଶବ ବ୍ୟବଚ୍ଛେଦ କରି ହାତୀଟିକୁ ସେହି ଜାଗାରେ ପୋତି ଦେଇଛନ୍ତି।ଯାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ତେବେ କେଉଁ କାରଣରୁ ହାତୀଟିର ମୃତୁ ଘଟିଲା,କାରଣ ଜଣା ପଡ଼ି ନାହିଂ।Body:No needConclusion:No need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.