ETV Bharat / state

ଅନୁସୂଚିତ ଜାତିଙ୍କୁ ଲୁଟିନେଲେ ସରକାରୀ ବାବୁ, ଗାଏବ 180ଏକର ଜମି !

author img

By

Published : Dec 10, 2019, 6:57 PM IST

କଟକ ସିଡିଏ ସେକ୍ଟର 13ରେ ଅନୁସୂଚିତ ଜାତିଙ୍କର ଥିବା 180 ଏକର ଜମିକୁ ଜାଲିଆତି କରି ଲୁଟ କରିଛନ୍ତି ସରକାରୀ ବାବୁ।ଅଧିକ ଖବର ପଢନ୍ତୁ...

_protest in vigilance office
ଅନୁସୂଚିତ ଜାତିଙ୍କୁ ଲୁଟିନେଲେ ସରକାରୀ ବାବୁ,ଗାଏବ 180 ଏକର ଜମି

କଟକ: ସିଲଭର ସିଟିରେ ଜମି ଜାଲିଆତି । ତାହା ପୁଣି ଗରିବ ଅନୁସୂଚିତ ଜାତିଙ୍କ ପାଖରୁ । ବିନା ନୋଟିସରେ ଗାଏବ ହୋଇଯାଇଛି ସେମାନଙ୍କ 180 ଏକର ଜମି । ଯାହାକୁ ନେଇ ମୁଣ୍ଡରେ ହାତ ଦେଇଛନ୍ତି ଅନୁସୂଚିତ ଜାତିର ଜମି ମାଲିକ । ତେବେ ଏନେଇ ମଙ୍ଗଳବାର ଭିଜିଲାନ୍ସ ଡିଜିଙ୍କ ଦ୍ବାରସ୍ତ ହୋଇଛନ୍ତି ଏହି ଅନୁସୂଚିତ ଜାତିର ଜମି ମାଲିକ ।

ସୂଚନା ଅନୁସାରେ, କଟକ ସିଡିଏ ସେକ୍ଟର 13ରେ ଅନୁସୂଚିତଙ୍କ ଥିବା 180 ଏକର ଜମିକୁ ଜାଲିଆତି କରି ଲୁଟ କରିଛନ୍ତି ସରକାରୀ ବାବୁ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ 3000 କୋଟି ହେବ । ଏପିରିକି ଜମି ବିକା ସରି 200 କୋଟି ଟଙ୍କା ଉଠା ସରିଥିଲେ ବି ଏହାର କୌଣସି ଖୋଜ ଖବର ପାଇନାହାଁନ୍ତି ଏହି ନିରୀହ ଲୋକମାନେ ।

ଏହି ଆଧାରରେ ନ୍ୟାୟ ପାଇବା ପାଇଁ ଡିଜିଙ୍କୁ ଭେଟି ଦାବି ଜଣାଇଛି ଅନୁସୂଚିତ ଜାତି ସଂଘ । ତେବେ ଏହି ମହାଦୁର୍ନୀତିର ଶିକାର ହୋଉଥିବା ଅନୁସୂଚିତ ଜାତିଙ୍କୁ କେବେ ନ୍ୟାୟ ମିଳିବ ବୋଲି ଅଭିଯୋଗ କରିଛନ୍ତି ରାଷ୍ଟ୍ରୀୟ ପଛୁଆ ବର୍ଗ ମହାସଂଘର ରାଜ୍ୟ ପ୍ରଭାରୀ ସଂଜୀବ ସାମଲ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ସିଲଭରସିଟି ରେ ଜମି ଆଲିଆତି । ସେ ପୁଣି ଦଳିତ ମାନଙ୍କର । ବିନା ନୋଟିସ ରେ ଗାଏବ ହୋଇଯାଇଛି 180 ଏକର ଜମି । ଯାହାକୁ ନେଇ ମୁଣ୍ଡରେ ହାତ ଦେଇଛନ୍ତି ଦଳିତ ଜମି ମାଲିକ । ତେବେ ଏନେଇ ଆଜି ଭିଜିଲାନ୍ସ ଡିଜି ଙ୍କ ଦ୍ୱାରସ୍ତ ହୋଇଛନ୍ତି ଦଳିତ ଜମି ମାଲିକ ।

କଟକ ସିଡିଏ ସେକ୍ଟର 13 ରେ ଦଳିତ ମାନଙ୍କର ଥିବା 180 ଏକର ଜମି କୁ ଜାଲିଆତି କରି ଲୁଟ କରିଛନ୍ତି ସରକାରୀ ବାବୁ । କେବେ ଆମକୁ ମିଳିବ ନ୍ୟାୟ । ଏହି ଆଧାର ରେ ଆଜି ଡିଜି ଙ୍କୁ ଭେଟି ଦବି ଜଣାଇଅଛି ସଂଘ । ତେବେ ଏହି ମହା ଦୁର୍ନୀତି ରେ ନିଷ୍ପେସିତ ହେଉଥିବା ଦଳିତ ଙ୍କୁ କେବେ ମିଳିବ ଆସ୍ୱସ୍ତି ବୋଲି ଅଭିଯୋଗ କରିଛନ୍ତି ରାଷ୍ଟ୍ରୀୟ ପଛୁଆ ବର୍ଗ ମହାସଂଘ ର ରାଜ୍ୟ ପ୍ରଭାରୀ ସଂଜୀବ ସାମଲ ।

Body:ବାଇଟ:ସଂଜୀବ ସାମଲ(ରାଷ୍ଟ୍ରୀୟ ପଛୁଆ ବର୍ଗ ମହାସଂଘ ର ରାଜ୍ୟ ପ୍ରଭାରୀ )

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.