ETV Bharat / state

ଯୁଦ୍ଧକାଳୀନ ଭିତ୍ତିରେ ତଳିଆ ଅଞ୍ଚଳ ଖାଲି କଲା ପ୍ରଶାସନ - transfer

ଆଉ କିଛି ସମୟ ପରେ ସ୍ଥଳଭାଗ ଛୁଇଁବ ଫନି । ଜିଲ୍ଲା ପ୍ରଶାସନ ପକ୍ଷରୁ କଟକରେ ସମୁଦାୟ 44ଟି ତଳିଆ ଅଞ୍ଚଳ ନିରୀକ୍ଷଣ କରାଯାଇଥିଲା ବେଳେ ସେଥିରେ 16 ହଜାର ଲୋକ ରହିଛନ୍ତି।

ଫଟୋ ସୌଜନ୍ଯ:ସମ୍ବାଦଦାତା, କଟକ
author img

By

Published : May 3, 2019, 8:40 AM IST

କଟକ: ଆଉ କିଛି ସମୟ ପରେ ସ୍ଥଳଭାଗ ଛୁଇଁବ ‘ଫନି’ । ଯାହାକୁ ନେଇ ସିଲଭର ସିଟିର ସମସ୍ତ ତଳିଆ ଅଞ୍ଚଳ ଲୋକମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇଥିବା ସେଲଟର ହୋମରେ ରଖାଯାଉଛି । ଲୋକମାନେ ସେମାନଙ୍କ ଆଶକ୍ୟକୀୟ ସାମଗ୍ରୀ ନେଇ ସେଲଟର ହୋମରେ ପହଁଞ୍ଚିଛନ୍ତି ।

ଭିଡିଓ ସୌଜନ୍ଯ:ସମ୍ବାଦଦାତା, କଟକ

ଜିଲ୍ଲା ପ୍ରଶାସନ ପକ୍ଷରୁ କଟକରେ ସମୁଦାୟ 44ଟି ତଳିଆ ଅଞ୍ଚଳ ନିରୀକ୍ଷଣ କରାଯାଇଥିଲା ବେଳେ ସେଥିରେ 16 ହଜାର ଲୋକ ରହିଛନ୍ତି। ବିଶେଷକରି ସେମାନଙ୍କ ମଧ୍ୟରେ ରହିଛନ୍ତି 10ହଜାର ବୟସ୍କ ଓ 6000 ଶିଶୁ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପଟାପୋଲ ଅଞ୍ଚଳ ସବୁଠାରୁ ତଳିଆ ଅଞ୍ଚଳ
ହୋଇଥିବାରୁ ପ୍ରଥମେ ସେଠାରୁ ସମସ୍ତ ଜନସାଧାରଣଙ୍କୁ ସ୍ଥାନାନ୍ତରିତ କରାଯାଇଛି ।

ସମ୍ଭାବ୍ୟ ବାତ୍ୟାକୁ ଆଖିଆଗରେ ରଖି ବାତ୍ୟା ଆଶ୍ରୟସ୍ଥଳୀ ମାନଙ୍କରେ ଖାଦ୍ୟ, ପାନୀୟ, ଓ ଆଶୁ ଚିକିତ୍ସାର ମଧ୍ୟ ଵ୍ୟଵସ୍ଥା କରିଛି ଜିଲ୍ଲା ପ୍ରଶାସନ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:Body:

ghdfd

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.