ETV Bharat / state

ସରିଲା ପ୍ୟାରେଡ ପ୍ରସ୍ତୁତି, ଦୁଲୁକିବ ବାରବାଟୀ

ରାତି ପାହିଲେ ସ୍ବାଧୀନତା ଦିବସ । ଶେଷ ହୋଇଛି ସମସ୍ତ ପ୍ରସ୍ତୁତି। ବିଶେଷ କରି ସ୍ବତନ୍ତ୍ର ଭାବେ କରାଯାଇଛି ପ୍ୟାରେଡର ବ୍ୟବସ୍ଥା।

author img

By

Published : Aug 14, 2019, 8:03 PM IST

ସରିଲା ପ୍ୟାରେଡ ପ୍ରସ୍ତୁତି , ଦୁଲୁକିବ ବାରବାଟୀ

କଟକ: ରାତି ପାହିଲେ ସ୍ବାଧୀନତା ଦିବସ । ଏନେଇ ଉତ୍ସବମୁଖର ସିଲଭରସିଟି । କେମିତି ରାତି ପାହିବ ଓ ସମସ୍ତେ ଜାତୀୟ ପତାକା ଉଡାଇ ଦେଶ ସ୍ବାଧୀନତାର ଆଉ ଏକ ପୃଷ୍ଠା ମଣ୍ଡନ କରିବେ । ସେହି ଅପେକ୍ଷାରେ ସମସ୍ତେ ।

ସରିଲା ପ୍ୟାରେଡ ପ୍ରସ୍ତୁତି , ଦୁଲୁକିବ ବାରବାଟୀ

ତେବେ ଆସନ୍ତାକାଲି(ଗୁରୁବାର) ପାଇଁ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି। ବିଶେଷ କରି ସ୍ବତନ୍ତ୍ର ଭାବେ କରାଯାଇଛି ପ୍ୟାରେଡର ବ୍ୟବସ୍ଥା ।

ଚଳିତବର୍ଷ 28 ପ୍ଲାଟୁନ ଦେଖାଇବେ ଚିତାକର୍ଷକ ପ୍ୟାରେଡ ପ୍ରଦର୍ଶନ । ଏହାସହିତ ଷ୍ଟାଡିଅମରେ ଛାଉଣୀ ହେବେ 7 ପ୍ଲାଟୁନ ପୋଲିସ । ଯାହାର ସୂଚନା ଦେଇଛନ୍ତି ଡିସିପି ଅଖିଳେଶ୍ବର ସିଂ ।

ଅନ୍ୟପଟେ ଏହି ଦିବସରେ ପ୍ୟାରେଡ ସୁଯୋଗ ପାଇଥିବାର ଗର୍ବିତ ଅନୁଭବ କରିଥିବା କହିଛନ୍ତି ଛାତ୍ରଛାତ୍ରୀ । ତେବେ ବିଭନ୍ନ ସ୍କୁଲ କଲେଜରୁ ଆସିଥିବା ଛାତ୍ରଛାତ୍ରୀ ଏହି ଦିନରେ ନିଜ ଦେଶ ପ୍ରତି ବଳିଦାନ ଦେଇଥିବା ଯବାନଙ୍କ ପ୍ରତି ପ୍ୟାରେଡ ମାଧ୍ୟମରେ ଜଣାଇବେ ନିଜର ଗଭୀର ଶ୍ରଦ୍ଧାଞ୍ଜଳି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ରାତି ପାହିଲେ ସ୍ୱାଧୀନତା ଦିବସ । ଏନେଇ ଉତ୍ସବମୁଖର ସିଲଭରସିଟି । କେମିତି ରାତି ପାହିବ ଓ ସମସ୍ତେ ଜାତୀୟ ପତାକା ଟାଣି ଦେଶ ସ୍ୱାଧୀନତା ର ଆଉ ଏକ ପୃଷ୍ଠା ମଣ୍ଡନ କରିବେ । ତେବେ ଆସନ୍ତାକାଲି ର ବଡ଼ ଦିନ ପାଇଁ ସମସ୍ତ ପ୍ରସ୍ତୁତି କାମ ଶେଷ ହୋଇଛି । ବିଶେକରି ଯେଉଁ ପରି ଭାବ ରେ ପ୍ୟାରେଡ଼ ର ବ୍ୟବସ୍ତା କରାଯାଇଛି ତାହା ସମ୍ପୂର୍ଣ୍ଣ କଟକ ବାସୀଙ୍କ ହୃଦୟ କୁ ଜିତିବା ସ୍ପଷ୍ଟ ହୋଇଛି ।

Body:ଭିଓ୧: ରାତି ପାହିଲେ ସ୍ବାଧିନତା ଦିବସ । ଏନେଇ ଚଳଚଞ୍ଚଳ ସିଲଭରସିଟି । କିପରି ଏହି ମହାନ ଦିନରେ ସମସ୍ତ କଟକିଆ ସ୍ୱାଧୀନତା ର ମୂଲ୍ୟ ବୋଧ ବୁଝିବେ ସେ ଦିଗରେ ନିଆଯାଇଛି ବେଶ ଗୁରୁତ୍ବପୂର୍ଣ ପଦକ୍ଷେପ । ବିଶେଷକରି ଏହି ଦିନରେ କଟକିଆ ଦେଖିବାକୁ ପାଇବେ ଏକ ସ୍ଵତନ୍ତ୍ର ପ୍ୟାରେଡ଼ ବ୍ୟବସ୍ତା । ଯେଉଁଥିରେ 28 ଟି ପ୍ଲାଟୁନ ଦେଖାଇବେ ତାଙ୍କ ଚିତାକର୍ଷକ ପଦର୍ଶନ । ଏହାସହିତ ଷ୍ଟାଡିଅମ ରେ ଛାଉଣୀ ହେବେ 7 ପ୍ଲାଟୁନ ପୋଲିସ । ଯାହା ଏହି ବଡ଼ ଦିନ ପାଇଁ ବେଶ ଆବଶ୍ୟକ ବୋଲି କହିଛନ୍ତି କଟକ ଡ଼ିସିପି ଅଖିଳେସ୍ୱର ସିଂ ।

ବାଇଟ: ଅଖିଳେସ୍ୱର ସିଂ ( କଟକ ଡିସିପି )

ଭିଓ୨: ଅନ୍ୟପଟେ ଏହି ଦିବସ ରେ ପ୍ୟାରେଡ଼ ସୁଯୋଗ ପାଇଥିବାର ନିଜକୁ ଗର୍ବିତ ମନେ କରୁଚୁ ବୋଲି କହିଛନ୍ତି ଛାତ୍ରଛାତ୍ରୀ । କାରଣ ଏହି ଦିନରେ ଦେଶ ର ଏକ ନୂତନ ଅଧ୍ୟାୟ ଲେଖାଯାଇଥିଲା । ଯେଉଁଥିରେ ଭାଗ ନେଇ ବେଶ ଉତ୍ସାହିତ ଅଛୁ ବୋଲି କହିଛନ୍ତି ସେମାନେ । ତେବେ
ଟୁଇନସିଟି ର ବିଭନ୍ନ ସ୍କୁଲ କଲେଜ ରେ ଆସିଥିବା ଛାତ୍ରଛାତ୍ରୀ ଏହି ଦିନରେ ନିଜ ଦେଶ ପ୍ରତି ବଳିଦାନ ଦେଇଥିବା ଯବାନ ମାନଙ୍କ ପ୍ରତି ପ୍ୟାରେଡ଼ ମାଧ୍ୟମରେ ଜଣାଇବେ ନିଜର ଗଭୀର ଶ୍ରଦ୍ଧାଞ୍ଜଳି ।

ବାଇଟ: ଛାତ୍ରୀ (ଖ୍ରାଷ୍ଟ କଲେଜ )
ବାଇଟ: ଛାତ୍ରୀ (ଶୈଳବାଳା କଲେଜ)

Conclusion:ଫାଭିଓ: ତେବେ ଅପେକ୍ଷା ଆସନ୍ତା କାଲି କୁ । କାରଣ ରାତି ପାହିଲା ବେଳକୁ ବାରଵାଟି ରେ ଶୁଭିବ ବନ୍ଦେ ମାତରମ । ଆଉ ଆନନ୍ଦ ଉଳାସ ରେ ସ୍ୱାଧୀନତା ଦିବସ ପାଳିବେ କଟକିଆ ।

କଟକ ରୁ ପ୍ରଭୁକଲ୍ୟାଣ ପାଲ ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.