ETV Bharat / state

ମଣ୍ଡପ ବୁଲି ମା’ଙ୍କ ଆଶୀର୍ବାଦ କାମନା କଲେ ରାଜନେତା

କଟକ ସହରରେ ଚାଲିଛି ମହାମାୟାଙ୍କ ପୂଜା । ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ଦୂର୍ଗତୀ ନାଶିନୀ ମା’ ଦୂର୍ଗା । ଏପଟେ ମଣ୍ଡପ ମଣ୍ଡପ ବୁଲି ମା’ଙ୍କ ଦର୍ଶନ କରୁଛନ୍ତି ନେତା ଓ ବିଧାୟକ ।

author img

By

Published : Oct 7, 2019, 9:51 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ଚାଲିଛି ପାର୍ବଣ । ମା’ ଜଗତ ଜନନୀଙ୍କ ପୂଜାରେ ପ୍ରକମ୍ପିତ ପରିବେଶ । ସବୁଠି ଉତ୍ସବର ମାହୋଲ । ତେବେ ପାର୍ବଣ ସମୟରେ କଟକ ଦଶହରା ଟିକେ ନିଆରା । ଏଠି ସମସ୍ତ ସମ୍ପ୍ରଦାୟ ସବୁ ପର୍ବପର୍ବାଣୀକୁ ମିଳିତ ଭାବେ ପାଳନ କରନ୍ତି । ଏପରିକି ଦଳ ମତ ନିର୍ବିଶେଷରେ ସମସ୍ତ ମିଳି ମିଶି ମା’ଙ୍କୁ ପୂଜା କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଆଜି ମହାମାୟାଙ୍କ ମହାନବମୀ ଉପଲକ୍ଷେ କଟକର ବିଭିନ୍ନ ପୂଜା ମଣ୍ଡପ ବୁଲି ମାଙ୍କ ଦର୍ଶନ କରିଛନ୍ତି ବିଭିନ୍ନ ଦଳର ବିଧାୟକ, ପୂର୍ବତନ ବିଧାୟକ ଓ କର୍ମୀ । କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଆଜି କଟକର ବିଭିନ୍ନ ପୂଜା ମଣ୍ଡପ ବୁଲିବା ସହ କହିଛନ୍ତି ସମସ୍ତ ମଣ୍ଡପ ଯାଇ ମା’ଙ୍କ ଦର୍ଶନ କରିବା ଦ୍ବାରା ଭାଇଚାରା ଆହୁରି ସୁଦୃଢ ହୋଇଥାଏ ।

ସେହିପରି ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ କହିଛନ୍ତି ଦଳ ପକ୍ଷରୁ ସମସ୍ତେ ଦର୍ଶନ କରୁଛୁ । ମା’ଙ୍କ ଆଶୀର୍ବାଦରୁ ସମସ୍ତ କାର୍ଯ୍ୟ ଶାନ୍ତି ଶୃଙ୍ଖଳାର ସହ ଚାଲିଛି । ଆଗକୁ ମଧ୍ୟ ଚାଲିବ ବୋଲି କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଆଜି ପବିତ୍ର ନବମୀରେ ପୂଜା ମଣ୍ଡପ ବୁଲିଛନ୍ତି ବିଭିନ୍ନ ରାଜନୈତିକ ଦଳର ନେତା।କଂଗ୍ରେସ ପକ୍ଷରୁ କଟକ ବାରବାଟୀ ନିର୍ବାଚନ ମଣ୍ଡଳୀର ବିଧାୟକ ତାଙ୍କ ସମର୍ଥନ ଙ୍କ ସହ ସହରର ବିଭିନ୍ନ ପୂଜା ମଣ୍ଡପ ବୁଲିଛନ୍ତି। ଭାଇଚାର ସହରରେ ପ୍ରତି ମଣ୍ଡପ ବୁଲି ଭାଇଚାରା ସମ୍ପର୍କ ସ୍ଥାପନ ହୋଇଥାଏ ବୋଲି ବିଧାୟକ କହିଛନ୍ତି।ସେହିପରି ବିଜେଡି ପକ୍ଷରୁ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ , କଟକ ଚୌଦ୍ୱାର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ,କଟକ ଜିଲ୍ଲା ସଭାପତି ଙ୍କ ସହ ଅନ୍ୟ ବିଜେଡି କର୍ମୀ ମଧ୍ୟ ଉପସ୍ଥିତ ଥିଲେ।ଏହାଦ୍ୱାରା ସହରର ବିଭିନ୍ନ ସମସ୍ୟା ସେମାନଙ୍କ ନଜର କୁ ଆସିବ କଟକ ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ କହିଛନ୍ତି ।

ବାଇଟ - ଇଂ ମହମ୍ମଦ ମୋକିମ,ବିଧାୟକ କଟକ ବାରବାଟୀ।
ବାଇଟ - ପ୍ରଭାତ ବିଶ୍ୱାଳ,ପୂର୍ବତନ ବିଧାୟକ,କଟକ ଚୈଦ୍ୱାର।

Body:no need

Conclusion:no need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.