ETV Bharat / state

ଧର୍ମୀୟ ଭାବନା କୁଠାରଘାତ ଅଭିଯୋଗ: ନ୍ୟୁଜ ଆଙ୍କରଙ୍କ ନାଁରେ ମାମଲା

ଦେଶରେ ଥିବା ଭାଇଚାରା ଶବ୍ଦକୁ ଅନ୍ଯ ରୂପ ଦେଉଥିବା ନିର୍ଦ୍ଧିଷ୍ଟ ଏକ ଜାତୀୟ ଗଣମାଧ୍ୟମ ନାଁରେ ଦରଘା ବଜାର ଥାନାରେ ମାମଲା ରୁଜୁ କଲେ କଟକ ମୁସଲିମ ଓ ଦଳିତ ସୁରକ୍ଷା ମଞ୍ଚ ।

author img

By

Published : Jun 18, 2020, 6:01 PM IST

fir against news channel
ଧର୍ମୀୟ ଭାବନା କୁଠାରଘାତ ଅଭିଯୋଗ

କଟକ: ଧର୍ମୀୟ ଭାବନାକୁ ନେଇ କୁଠାରଘାତ ଅଭିଯୋଗରେ ଜଣେ ନିର୍ଦ୍ଧିଷ୍ଟ ଗଣମାଧ୍ୟମ ଆଙ୍କରଙ୍କ ନାଁରେ ଏତଲା। ଦେଶରେ ଥିବା ଭାଇଚାରା ଶବ୍ଦକୁ ଅନ୍ଯ ରୂପ ଦେଉଥିବା ନିର୍ଦ୍ଧିଷ୍ଟ ଏକ ଜାତୀୟ ଗଣମାଧ୍ୟମ ନାଁରେ ଦରଘା ବଜାର ଥାନାରେ ମାମଲା ରୁଜୁ କଲେ କଟକ ମୁସଲିମ ଓ ଦଳିତ ସୁରକ୍ଷା ମଞ୍ଚ । ଏହାସହ ଉକ୍ତ ନ୍ୟୁଜ ଆଙ୍କରଙ୍କୁ ଗିରଫ କରିବାକୁ ମୁସଲିମ ଦଳିତ ସୁରକ୍ଷା ମଞ୍ଚ ସଭାପତି ମଧ୍ୟ ଦାବି କରିଛନ୍ତି ।

ଧର୍ମୀୟ ଭାବନା କୁଠାରଘାତ ଅଭିଯୋଗ

ଜୁନ 15ରେ ଏକ ଡିବେଟ ଚାଲିଥିବା ସମୟରେ ଉକ୍ତ ନ୍ୟୁଜ ଆଙ୍କର ଜଣକ ମୁସଲିମ ଧର୍ମୀୟ ଭାବନା ସହ ଜଡିତ ଥିବା ହଜରତ ଖୁୱାଜା ଗରିବ ନମାଜ ମୋଇନ ଉଦିନ କ୍ରିଷ୍ଟିଙ୍କୁ ବିଭିନ୍ନ ଅପଶବ୍ଦ ପ୍ରୟୋଗ କରିଥବା ଅଭିଯୋଗ ହୋଇଛି । ଯାହାକୁ ନେଇ ଉକ୍ତ ନ୍ୟୁଜ ଆଙ୍କର ନାଁରେ ମମାଲ ରୁଜୁ କରିଛି ମଞ୍ଚ । ଯାହା କେବଳ ଭାରତର ଐକତାକୁ ଭଙ୍ଗ କରିବାର ଷଡ଼ଯନ୍ତ୍ର ବୋଲି ସ୍ପଷ୍ଟ କରିଛି ମଞ୍ଚ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.