ETV Bharat / state

କଟକରେ ବଢିଲା ଦୁଗ୍ଧଜାତ ସାମଗ୍ରୀ ଦର, ପଢନ୍ତୁ କେତେ ବଢିଲା କଞ୍ଚା ପନିର - କଟକ ଦୁଗ୍ଧଜାତ ବ୍ୟବସାୟୀ ସଂଘ ଘୋଷଣା କଲା ନୂଆ ଦର

ବଢିଲା ଦୁଗ୍ଧଜାତ ସାମଗ୍ରୀର ଦର । କଟକ ଦୁଗ୍ଧଜାତ ବ୍ୟବସାୟୀ ସଂଘ ଘୋଷଣା କଲା ନୂଆ ଦର । କଞ୍ଚା ଛେନା କେଜି ପ୍ରତି 10 ଟଙ୍କା ବୃଦ୍ଧି ପାଇ 175 ଟଙ୍କା ହୋଇଛି । ପନିର କେଜି ପ୍ରତି 15 ଟଙ୍କା ବୃଦ୍ଧି ପାଇ 225 ଟଙ୍କା ହେଲା । କଞ୍ଚାଖୁଆ କେଜି ପ୍ରତି 30 ଟଙ୍କା ବୃଦ୍ଧି ପାଇ 260 ଟଙ୍କା ହେଲା । ଅଧିକ ପଢନ୍ତୁ

କଟକରେ ବଢିଲା ଦୁଗ୍ଧଜାତ ସାମଗ୍ରୀର ଦର
କଟକରେ ବଢିଲା ଦୁଗ୍ଧଜାତ ସାମଗ୍ରୀର ଦର
author img

By

Published : Apr 27, 2022, 10:46 PM IST

କଟକ: ବଢିଲା ଦୁଗ୍ଧଜାତ ସାମଗ୍ରୀର ଦର । କଟକ ଦୁଗ୍ଧଜାତ ବ୍ୟବସାୟୀ ସଂଘ ଘୋଷଣା କଲା ନୂଆ ଦର । କଞ୍ଚା ଛେନା କେଜି ପ୍ରତି 10 ଟଙ୍କା ବୃଦ୍ଧି ପାଇ 175 ଟଙ୍କା ହୋଇଛି । ପନିର କେଜି ପ୍ରତି 15 ଟଙ୍କା ବୃଦ୍ଧି ପାଇ 225 ଟଙ୍କା ହେଲା । କଞ୍ଚାଖୁଆ କେଜି ପ୍ରତି 30 ଟଙ୍କା ବୃଦ୍ଧି ପାଇ 260 ଟଙ୍କା ହେଲା ।

ଆସନ୍ତା ମେ 1 ତାରିଖରୁ ଲାଗୁ ହେବ ବର୍ଦ୍ଧିତ ଦର । କଟକ ଦୁଗ୍ଧଜାତ ବ୍ୟବସାୟୀ ସଂଘ ସମ୍ପାଦକ ପ୍ରଦୀପ ବେହେରାଙ୍କ ସୂଚନା । କଟକ ସହ କଟକରୁ ଯୋଗାଣ ହେଉଥିବା ନିକଟସ୍ଥ 5ଟି ଜିଲ୍ଲାରେ ଲାଗୁ ହେବ ବର୍ଦ୍ଧିତ ଦର ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.