ETV Bharat / state

କୋରୋନା ଲଢେଇରେ ଆମେ ତତ୍ପର: କଟକ ଜିଲ୍ଲାପାଳ

ଜ୍ୟରେ ପ୍ରତିଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବଢି ଚାଲିଥିବାବେଳେ ପ୍ରଶାସନ ପକ୍ଷରୁ ଏହାକୁ ରୋକିବାକୁ ଯଥାସମ୍ଭବ ପଦକ୍ଷେପ ଗ୍ରହଣ କରାଯାଉଛି । ତେବେ କଟକରେ ମଧ୍ୟ ସମାନ ସ୍ଥିତି । ଯାହାକୁ ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ମଧ୍ୟ ବେଶ ତତ୍ପର ।

cuttack collector
କୋରୋା ମାହାମାରୀରେ ତତ୍ପର ପ୍ରଶାସନ
author img

By

Published : Jun 25, 2020, 6:07 PM IST

Updated : Jun 25, 2020, 7:38 PM IST

କଟକ: ଚିନ୍ତା ବଢାଉଛି ମହାମାରୀ କୋରୋନା । ରାଜ୍ୟରେ ପ୍ରତିଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବଢି ଚାଲିଥିବାବେଳେ ପ୍ରଶାସନ ପକ୍ଷରୁ ଏହାକୁ ରୋକିବାକୁ ଯଥାସମ୍ଭବ ପଦକ୍ଷେପ ଗ୍ରହଣ କରାଯାଉଛି । ତେବେ କଟକରେ ମଧ୍ୟ ସମାନ ସ୍ଥିତି । ଯାହାକୁ ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ମଧ୍ୟ ବେଶ ତତ୍ପର ।

କୋରୋା ମାହାମାରୀରେ ତତ୍ପର ପ୍ରଶାସନ

ପ୍ରତିଦିନ କଟକରେ କୋରୋନା ପଜିଟିଭ କେସ ସମ୍ନାକୁ ଆସୁଛି । ଅନ୍ୟପଟେ ଏହି ମହାମାରୀର ମୁକାବିଲା ଜାରି ରଖିଛି ଜିଲ୍ଲା ପ୍ରଶାସନ । ମେଡିକାଲ ବ୍ୟବସ୍ଥା ଠାରୁ ଆରମ୍ଭ କରି ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଭଳି କାର୍ଯ୍ୟ ସର୍ବଦା ଜାରି ରହିଥିବା କଟକ ଜିଲ୍ଲାପାଳ କହିଛନ୍ତି ।

ଏମିତି କି କଟକରେ ସୁସ୍ଥହାର ମଧ୍ୟ ବୃଦ୍ଧି ପାଉଛି । ତେବେ ଆମେ କୋରୋନା ଲଢେଇରେ ବେଶ ତତ୍ପର ଥିବା କହିଛନ୍ତି କଟକ ଜିଲ୍ଲାପାଳ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Jun 25, 2020, 7:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.