କଟକ: ନାଇଟ କର୍ଫ୍ୟୁ ନେଇ CPଙ୍କ ସୂଚନା । ସହରର 23 ସ୍ଥାନରେ ହେବ ଚେକ ପୋଷ୍ଟ । 10 ପ୍ଲାଟୁନ ପୋଲିସ ଫୋର୍ସ ସହରରେ ମୁତୟନ ହେବେ । PCR ମୋବାଇଲ ସହରରେ ବୁଲିବ । କର୍ଫୁ ସମୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ସେବା ଜାରି ରହିବ । ସହରବାସୀଙ୍କୁ ସହଯୋଗ କରିବା ପାଇଁ ଅପିଲ କଲେ CP ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ