ETV Bharat / state

ଆସନ୍ତା ୩୧ରେ ଅଲମ୍ପିକ ସଂଘ ନିର୍ବାଚନ, ସ୍କୁଟିନ ପ୍ରକ୍ରିୟା ଜାରି

ଆସନ୍ତା ୩୧ରେ ହେବାକୁ ଥିବା ଓଡ଼ିଶା ଅଲମ୍ପିକ ଆସୋସିଏସନ କର୍ମକର୍ତ୍ତା ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ନାମାଙ୍କନ ପତ୍ରକୁ ସ୍କୁଟିନ ପ୍ରକ୍ରିୟା ।

author img

By

Published : Jan 19, 2021, 8:02 PM IST

ଅଲମ୍ପିକ ସଂଘ ନିର୍ବାଚନ, ସ୍କୁଟିନ ପ୍ରକ୍ରିୟା ଜାରି

କଟକ: ଓଡ଼ିଶା ଅଲମ୍ପିକ ଆସୋସିଏସନ କର୍ମକର୍ତ୍ତା ନିର୍ବାଚନ ପାଇଁ ଆଜି(ମଙ୍ଗଳବାର) ଆରମ୍ଭ ହୋଇଯାଇଛି ସ୍କୁଟିନ ପ୍ରକ୍ରିୟା । ଏହି ନିର୍ବାଚନରେ ମୋଟ ୨୪ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ସମସ୍ତଙ୍କ ପ୍ରାର୍ଥୀପତ୍ର କାୟମ ରହିଛି।

ଆସନ୍ତା ୩୧ ତାରିଖରେ ଏହି ନିର୍ବାଚନ ଅନୁଷ୍ଠିତ ହେବ। ସଭାପତି, ଉପସଭାପତି, ସାଧାରଣ ସମ୍ପାଦକ, ଯୁଗ୍ମ ସମ୍ପାଦକ, କୋଷାଧ୍ୟକ୍ଷ ପଦ ପାଇଁ ଏହି ନିର୍ବାଚନ କରାଯାଉଛି। ଗୋଟିଏ ଲେଖାଏଁ ସଭାପତି ଓ ସଂପାଦକ ପଦ, ୬ ଟି ଉପସଭାପତି ପଦ, ଗୋଟିଏ ସମ୍ପାଦକ, ୨ ଟି ଯୁଗ୍ମ ସମ୍ପାଦକ ଗୋଟିଏ କୋଷାଧ୍ୟକ୍ଷ ଓ ୧୧ ଟି କାଉନ୍ସିଲ ମେମ୍ବର ପଦ ପାଇଁ ପ୍ରାର୍ଥୀପତ୍ର ନିର୍ବାଚନ ହେଉଛି।

ତେବେ କେବଳ କାଉନ୍ସିଲ ମେମ୍ବର ପଦକୁ ବାଦ ଦେଲେ ଅନ୍ୟ ସମସ୍ତ ପଦ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି। ସବୁଠୁ ବଡ଼ କଥା ହେଲା, ବିଗତ ଦୁଇ ଦଶନ୍ଧି ଧରି ଓଡ଼ିଶା ଅଲମ୍ପିକ ଆସୋସିଏସନର ସମ୍ପାଦକ ରହି ଆସିଥିବା ଆଶ୍ରୀବାଦ ବେହେରା ଏଥର ନିର୍ବାଚନ ଲଢ଼ିବେ ନାହିଁ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.