ETV Bharat / state

ଓଲଟିଲା ଆମ୍ବୁଲାନ୍ସ, ଗାଡିରେ ଥିଲେ 3 କରୋନା ଆକ୍ରାନ୍ତ

author img

By

Published : May 1, 2020, 12:00 AM IST

ଓମପି ଛକ ନିକଟରେ ଓଲଟିଲା ଆମ୍ବୁଲାନ୍ସ । ଗାଡିରେ ଥିଲେ 3 କୋରୋନା ଆକ୍ରାନ୍ତ । ଏହି ଦୁର୍ଘଟଣାରେ କେହି ଆହତ ହୋଇନଥିବା ଜଣାପଡିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଓଲଟିଲା ଆମ୍ବୁଲାନ୍ସ, ଗାଡିରେ ଥିଲେ 3 କରୋନା ଆକ୍ରାନ୍ତ
ଓଲଟିଲା ଆମ୍ବୁଲାନ୍ସ, ଗାଡିରେ ଥିଲେ 3 କରୋନା ଆକ୍ରାନ୍ତ

କଟକ: ଓମପି ଛକ ନିକଟରେ ଓଲଟିଲା ଆମ୍ବୁଲାନ୍ସ । ଗାଡିରେ ଥିଲେ 3 କୋରୋନା ଆକ୍ରାନ୍ତ । ଯାଜପୁରରୁ ଭୁବନେଶ୍ବର ଯାଉଥିଲା ଏହି ଆମ୍ବୁଲାନ୍ସ । ତେବେ ଏହି 3 ଜଣ ଗୋଟିଏ ପରିବାରର ବୋଲି ସ୍ପଷ୍ଟ ହୋଇଛି ।

ଏହି ଦୁର୍ଘଟଣାରେ କେହି ଆହତ ହୋଇଥିବା ବେଳେ ସମସ୍ତେ ସୁସ୍ଥ ଥିବା ଜଣାପଡିଛି । ଘଟଣା ସମ୍ପର୍କରେ ଖବର ପାଇଁ ଚାଉଳିଆଗଞ୍ଜ ପୋଲିସ ଘଟଣାସ୍ଥଳରେ ଉକ୍ତ ଗାଡିକୁ ଏବଂ ସେହିସ୍ଥାନକୁ ସାନିଟାଇଜ କରିବା ଜାରି ରଖିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.