ETV Bharat / state

ତୈଳଦର ବୃଦ୍ଧି ନେଇ ତେଜୁଛି କଂଗ୍ରେସ ଆନ୍ଦୋଳନ

ପେଟ୍ରୋଲ, ଡିଜେଲ ରନ୍ଧନ ଗ୍ୟାସ, ଖାଇବା ଦେଲ ଦର ଏବଂ ଧାନର ଅଭାବି ବିକ୍ରିକୁ ନେଇ କଟକରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ...

author img

By

Published : Jul 9, 2021, 2:53 PM IST

ତୈଳଦର ବୃଦ୍ଧି ନେଇ ତେଜୁଛି କଂଗ୍ରେସ ଆନ୍ଦୋଳନ
ତୈଳଦର ବୃଦ୍ଧି ନେଇ ତେଜୁଛି କଂଗ୍ରେସ ଆନ୍ଦୋଳନ

କଟକ: ତୈଳଦର ବୃଦ୍ଧିକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟକୁ ଟାର୍ଗେଟ କଲା କଂଗ୍ରେସ । ପେଟ୍ରୋଲ, ଡିଜେଲ ରନ୍ଧନ ଗ୍ୟାସ, ଖାଇବା ଦେଲ ଦର ଏବଂ ଧାନର ଅଭାବି ବିକ୍ରିକୁ ନେଇ ତେଜିଛି ଆନ୍ଦୋଳନ । ଏହାକୁ ବିରୋଧ କରି କଟକ ଜିଲ୍ଲା କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଛି ସାଇକେଲ ରାଲି । ଲୋକଙ୍କୁ ସଚେତନ କରାଇବା ପାଇଁ ଏହି ପ୍ରୟାସ ଆରମ୍ଭ କରିଛି କଂଗ୍ରେସ ।

ତୈଳଦର ବୃଦ୍ଧି ନେଇ ତେଜୁଛି କଂଗ୍ରେସ ଆନ୍ଦୋଳନ
ରାଜ୍ୟବ୍ୟାପୀ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ କେନ୍ଦ୍ର ବିରୋଧରେ ପ୍ରତିବାଦ କରାଯାଉ ଥିବାବେଳେ କଟକରେ ଏହା ବିରୋଧ ବିକ୍ଷୋଭ ପ୍ରଦର୍ଶନର ମଙ୍ଗ ଧରିଛନ୍ତି ଜିଲ୍ଲା ସଭାପତି ମାନସ ଚୌଧୁରୀ । ଶତାଧିକ କର୍ମୀମାନେ ରିକ୍ସା ଚଳାଇ ଓ ସାଇକେଲ ଚଳାଇ କେନ୍ଦ୍ର ବିରୋଧୀ ନାରାବାଜି ଦେଇ ସହରରେ ବୁଲିଛନ୍ତି । ଯଦି କେନ୍ଦ୍ର ସରକାର ଗରିବ ଖଟିଖିଆ ଓ ଚାଷୀମାନଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ପଦକ୍ଷେପ ନନିଅନ୍ତି ତେବେ ଏହି ପ୍ରତିବାଦ ଆଗାମୀ ଦିନରେ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛି କଂଗ୍ରେସ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.