ETV Bharat / state

ବେଆଇନ ବନ୍ଧୁକ କାରବାରରେ 2 ଗିରଫ

author img

By

Published : Aug 27, 2019, 3:09 PM IST

ବେଆଇନ ବନ୍ଧୁକ କାରବାରରେ କମିଶନରେଟ୍ ପୋଲିସ 2ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ରମେଶ ସାହୁ ଓ ଭରତ ହେମ୍ବ୍ରମ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ 2 ଗିରଫ । କମିଶନରେଟ୍ ପୋଲିସ କଟକରୁ 2ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ରମେଶ ସାହୁ ଓ ଭରତ ହେମ୍ବ୍ରମ । ଏମାନଙ୍କ ନିକଟରୁ 2ଟି ବନ୍ଧୁକ ସହ 5ଟି ଅଫୁଟା ଗୁଳି ଜବତ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଏମାନେ ବନ୍ଧୁକକୁ ଶିକାର ଓ ଅନ୍ୟାନ୍ୟ କାମରେ ବ୍ୟବହାର କରୁଥିଲେ । ତେବେ ଏମାନେ ବନ୍ଧୁକ ଦେଖାଇ କଟକରେ ଆତଙ୍କ ଖେଳାଉଥିଲେ । କୌଣସି ସୁତ୍ରରୁ ଖବର ପାଇ ପୋଲିସ ସେମାନଙ୍କୁ ଗିରଫ କରିଛି । ତେବେ ବେଆଇନ ବନ୍ଧୁକ କାରବାର ଉପରେ ପୋଲିସ ତୀକ୍ଷଣ୍ ନଜର ରଖିଥିବାରୁ ଲୋକଙ୍କ ମଧ୍ୟରେ ଛନକା ପଶିଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.