ETV Bharat / state

ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ: 931 କୋଟି ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାର ନରସିଂହପୁର ଗସ୍ତକରି 931 କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କରିବା ସହ ଶିଳାନ୍ୟାସ କରିଛନ୍ତି ।

author img

By

Published : Feb 27, 2019, 9:48 PM IST

ଫଟୋ ସୌଜନ୍ୟ: ସମ୍ୱାଦଦାତା, କଟକ

କଟକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାର ନରସିଂହପୁର ଗସ୍ତକରି 931 କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କରିବା ସହ ଶିଳାନ୍ୟାସ କରିଛନ୍ତି । ଏହି ପ୍ରକଳ୍ପ ମଧ୍ୟରେ ରହିଛି ରାଜ୍ୟର ଅନ୍ୟତମ ବୃହତ ପାନୀୟ ଜଳ ଓ ବିଦୁତ ପ୍ରକଳ୍ପ । ସେପଟେ ପାନୀୟ ଜଳ ଓ ବିଦ୍ୟୁତ ସମସ୍ୟା ଦୂର ହେଉଥିବାରୁ ସ୍ଥାନୀୟ ଲୋକେ ବେଶ ଖୁସି ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ୱାଦଦାତା, କଟକ

ଏଣିକି ଦୂର ହେବ ନରସିଂହପୁରବାସୀଙ୍କ ଜଳ କଷ୍ଟ । ସ୍ଥାନୀୟ ଅଞ୍ଚଳର ପାଣି ସମସ୍ୟା ଦୂର କରିବା ପାଇଁ ଘୋରାଢ଼ିଆ ଠାରେ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି ୨୩୭ କୋଟି ଟଙ୍କାର ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ। ଏହା ଦ୍ୱାରା ବଡମ୍ବା ବ୍ଲକର ୩୮ଟି ପଞ୍ଚାୟତ ଓ ନରସିଂହପୁର ବ୍ଲକର ୩୫ଟି ପଞ୍ଚାୟତର ମୋଟ ତିନି ଲକ୍ଷ ଲୋକେ ଦୈନିକ 70 ଲିଟର ଶୁଦ୍ଧ ପାନୀୟ ଜଳ ପାଇପାରିବେ।
ଏଥିସହିତ ମୁଖ୍ୟମନ୍ତ୍ରୀ ପ୍ରାୟ ୪ଶହ କୋଟି ଟଙ୍କା ବ୍ୟୟରେ ଚାଷ ଜମିକୁ ଜଳ ସେଚନ ପ୍ରକଳ୍ପର ଉଦଘାଟନ ମଧ୍ୟ କରିଛନ୍ତି। ଏହାସହ ୪୩ କୋଟି ୪୬ ଲକ୍ଷ ଟଙ୍କା ବ୍ୟୟରେ ନରସିଂହପୁରରେ ନିର୍ମାଣ ହୋଇଥିବା ବିଦ୍ୟୁତ ଗ୍ରୀଡ଼ର ଶୁଭାରମ୍ଭ ମଧ୍ୟ କରିଛନ୍ତି।

ଏହି ପ୍ରକଳ୍ପ ଗୁଡିକରେ ଜଳ ସେଚନ ଓ ପିଇବା ପାଣି ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ କାଳିଆ ଯୋଜନାର ସୁଫଳ କଥା ମଧ୍ୟ କହିଛନ୍ତି । ସେପଟେ ଏହା ନରସିଂହପୁର ବାସୀଙ୍କ ପାଇଁ ଏକ ବରଦାନ ବୋଲି କହିଛନ୍ତି ସ୍ଥାନୀୟ ବିଧାୟକ ଦେବୀ ମିଶ୍ର । କେବଳ ଏତିକି ନୁହେଁ ନରସିଂହପୁର ବ୍ଲକର ମର୍ଦ୍ଧମେଖ ବଡମ୍ବା ବ୍ଲକର ଗୋପପୁର ଓ ଧୋବଣୀନାଳ ନିକଟରେ ୩୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ସବ ଗ୍ରୀଡ଼ର ଶୁଭାରମ୍ଭ କରିବା ସହ ବଡମ୍ବା ବ୍ଲକରେ ୧୮୫ କୋଟି ଟଙ୍କା ବ୍ୟୟରେ ରେଙ୍ଗାଲି ଦକ୍ଷିଣ କେନାଲର ଉଦଘାଟନ କରିଛନ୍ତି।

undefined

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ମୟୁରଭଞ୍ଜ ଜିଲ୍ଲା ଜଙ୍ଗଲ କମିଟି ପକ୍ଷରୁ ଵିଭିନ୍ନ ଦାବି ନେଇ (ଶୁକ୍ରବାର) ବାରିପଦା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମୟୁରଭଞ୍ଜ ଜିଲ୍ଲା ର ବିଭିନ୍ନ ବ୍ଲକ ରୁ 95 କମିଟି ର ସଦସ୍ୟ ଏହି ବିକ୍ଷୋଭ ରେ ସାମିଲ ହୋଇଥିଲେ। ଦାବି ଗୁଡିକ ମଧ୍ୟରେ ମୁଖ୍ୟତଃ ଜଙ୍ଗଲ ଅଧିକାର ଆଇନ 2006 ସଂଶୋଧିତ ନୀୟମାବଳୀ 2012 ଅନୁଯାୟୀ ଗୋଷ୍ଟି ଜଙ୍ଗଲ ସମ୍ବଳର ମାଲିକାନା ଓ ଅଧିକାର ଦାବି, ଜଙ୍ଗଲ ଅଧିକାର ଆଇନ 2006 ବଳରେ ଗ୍ରାମ ସଭାକୁ କ୍ଷମତା ପ୍ରଦାନ କରି ଜଳ,ଜମି ଜଙ୍ଗଲ ର ସୁରକ୍ଷା ଦାବି, ଉଜୁଡା ଜଙ୍ଗଲ କୁ ଘଞ୍ଚ ଜଙ୍ଗଲ ରେ ପରିଣତ କରିଥିବା କମିଟି କୁ ଭି ଏସ ଏସ ରେ ପରିବର୍ତ୍ତନ କରି ଫାଇଲୀନ ଓ ସୁବର୍ଣ୍ଣରେଖା କେନାଲ ଦ୍ୱାରା କଟାଯାଇଥିବା କାଠ ର ଲାଭାଂଶ ଦେବାକୁ ଦାବି କରିଛି କମିଟି।

Body:ଦୀର୍ଘ ବର୍ଷ ଧରି ଜଙ୍ଗଲ ସୁରକ୍ଷାରେ ଜଡ଼ିତ ଥିବା ଯୁଗମ ଜଙ୍ଗଲ ସୁରକ୍ଷା କମିଟି ବୁଢ଼ୀଖମାରି ଓ ମୟୁରଭଞ୍ଜ ଜଙ୍ଗଲ ମଞ୍ଚର ସଦସ୍ୟ ଜିଲ୍ଲା ପରିବେଶ ସମିତିରେ ସାମିଲ କରିବା।ଆଗାମୀ ଦିନରେ ସରକାର ଦାବି ପ୍ରତି ଧ୍ୟାନ ନ ଦେଲେ ଆଗାମୀ ଦିନରେ ଆନ୍ଦୋଳନ କୁ ଜୋରଦାର କରାଯିବ ବୋଲି କମିଟି ସଭାପତି କହିଛନ୍ତି। ଏ ସବୁ ଦାବି କୁ ନେଇ ଆଜି ଜିଲ୍ଲା ଜଙ୍ଗଲ କମିଟି ପକ୍ଷରୁ ଏକ ଦାବିପତ୍ର ମଧ୍ୟ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଜିଲ୍ଲାପାଳ ଙ୍କୁ ପ୍ରଦାନ କରିଛି କମିଟି।

ବାଇଟ-ବିଶ୍ଵନାଥ ପୂର୍ତ୍ତି-ସଭାପତି-ଜଙ୍ଗଲ ସୁରକ୍ଷା କମିଟି-ମୟୁରଭଞ୍ଜ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.