ETV Bharat / state

ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଦିବସ ପାଳନ ପାଇଁ ସିଲଭର ସିଟି ଚର୍ଚ୍ଚ ପ୍ରସ୍ତୁତ - ବଡଦିନ ପାଳନ

ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଦିବସ ପାଳନ ପାଇଁ ସିଲଭର ସିଟିରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କଟକର କ୍ୟାଥେଲିକ ଚର୍ଚ୍ଚରେ ରାତି ୧୦ଟାରୁ ଆରମ୍ଭ ହେବ ଏହାର ପ୍ରକ୍ରିୟା। ରାତି ୧୨ଟାରେ କେକ୍ କାଟି ପ୍ରଭୁ ଯୀଶୁଙ୍କ ଜନ୍ମଦିନ ପାଳନ କରାଯିବ।

ପ୍ରଭୁ ଯୀଶୁଖ୍ରୀଷ୍ଟ
ପ୍ରଭୁ ଯୀଶୁଖ୍ରୀଷ୍ଟ
author img

By

Published : Dec 24, 2019, 6:36 PM IST

କଟକ: ଆଉ ମାତ୍ର କେଇ ଘଣ୍ଟା ପରେ ଧରାବତାରଣ କରିବେ ପ୍ରଭୁ ଯୀଶୁ। ପ୍ରଭୁ ଯୀଶୁଙ୍କ ଜନ୍ମ ଦିନ ପାଳନ ପାଇଁ ପ୍ରସ୍ତୁତ ସିଲଭର ସିଟି କଟକର କ୍ୟାଥେଲିକ ଚର୍ଚ୍ଚ। ରାତି ୧୦ ଟାରୁ ଆରମ୍ଭ ହେବ ଏହାର ପ୍ରକ୍ରିୟା। ରାତି ୧୦ ଟାରେ ଚର୍ଚ୍ଚ ନିକଟରେ ଏକାଠି ହେବେ ସମସ୍ତେ।

ଏହାପରେ ୫ଟି ଭାଷାରେ କାରଲ ଗାନ କରାଯିବ। ପରେ ଚର୍ଚ୍ଚ ମଧ୍ୟକୁ ଶୋଭାଯାତ୍ରାରେ ଯାଇ ପ୍ରଭୁ ଯୀଶୁଙ୍କ ଜନ୍ମ ଦିବସ ପାଳନ କରାଯିବ ବୋଲି ଚର୍ଚ୍ଚ ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଦିବସ ପାଳନ ପାଇଁ ସିଲଭର ସିଟି ଚର୍ଚ୍ଚ ପ୍ରସ୍ତୁତ

ମଧ୍ୟରାତ୍ରୀ ତଥା ରାତି ୧୨ ଟାରେ କେକ୍ କାଟି ପ୍ରଭୁ ଯୀଶୁଙ୍କ ଜନ୍ମ ଦିନ ପାଳନ କରାଯିବ। ଆସନ୍ତାକାଲି ସକାଳ ୮ଟାରେ ଦିବ୍ୟ ଯଜ୍ଞ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଚର୍ଚ୍ଚର ସମସ୍ତ ସ୍ଥାନକୁ ଆଲୋକ ମାଳରେ ସୁସଜ୍ଜିତ କରାଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଆଉ ମାତ୍ର କେଇ ଘଣ୍ଟା ପରେ ଧରାବତାରଣ କରିବେ ପ୍ରଭୁ ଯୀଶୁ।ପ୍ରଭୁ ଯୀଶୁ ଙ୍କ ଜନ୍ମ ଦିନ ପାଳନ ପାଇଁ ପ୍ରସ୍ତୁତ କଟକର କାଥଲିକ ଚର୍ଚ୍ଚ।ରାତି ୧୦ ଟାରୁ ଆରମ୍ଭ ହେବ ଏହାର ପ୍ରକ୍ରିୟା।ରାତି ୧୦ ଟାରେ ଚର୍ଚ୍ଚ ନିକଟରେ ଏକାଠି ହେବେ ସମସ୍ତେ।ଏହାପରେ ୫ ଟି ଭାଷା ରେ କାରଲ ଗାନା କରାଯିବ।ପରେ ଚର୍ଚ୍ଚ ମଧ୍ୟକୁ ଶୋଭାଯାତ୍ରାରେ ଯାଇ ପ୍ରଭୁ ଯୀଶୁଙ୍କ ଜନ୍ମ ଦିବସ ପାଳନ କରାଯିବ ବୋଲି ଚର୍ଚ୍ଚ ପକ୍ଷରୁ ସୂଚନା ଦିଆଯାଇଛି।
ମଧ୍ୟରାତ୍ରୀ ତଥା ରାତି ୧୨ ଟାରେ କେକ୍ କାଟି ପ୍ରଭୁ ଯୀଶୁଙ୍କ ଜନ୍ମ ଦିନ ପାଳନ କରାଯିବ।ଆସନ୍ତାକାଲି ସକାଳ ୮ ଟାରେ ଦିବ୍ୟ ଯଜ୍ଞ ଅନୁଷ୍ଠିତ ହେବ।ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ।ଚର୍ଚ୍ଚ ର ସମସ୍ତ ସ୍ଥାନକୁ ଆଲୋକ ମାଲରେ ସୁସଜ୍ଜିତ କରାଯାଇଛି।

ବାଇଟ - ନିହାର ରଞ୍ଜନ ପରିଛା, ଫାଦର କାଥଲିକ ଚର୍ଚ୍ଚ ।

Body:no need

Conclusion:no need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.