ETV Bharat / state

SCBରେ କେନ୍ଦ୍ରୀୟ ଟିମ, ଦେଖିଲେ ସ୍ବତନ୍ତ୍ର କୋରୋନା ୱାର୍ଡ - Central team in scb medical

କଟକ SCB ମେଡିକାଲରେ 3 ଜଣିଆ କେନ୍ଦ୍ରୀୟ ଟିମ । ଏହି ଟିମ୍‌ ଏସସିବିର ସ୍ବତନ୍ତ୍ର କୋରୋନା ୱାର୍ଡ ଯାଞ୍ଚ କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

central-team-visit-cuttack-scb-medical
SCBରେ କେନ୍ଦ୍ରୀୟ ଟିମ୍‌
author img

By

Published : Feb 6, 2020, 7:50 PM IST

କଟକ: କଟକ SCB ମେଡିକାଲରେ 3 ଜଣିଆ କେନ୍ଦ୍ରୀୟ ଟିମ । ଗସ୍ତ ସମୟରେ ଏହି ଟିମ୍‌ ଏସସିବିର ସ୍ବତନ୍ତ୍ର କୋରୋନା ୱାର୍ଡ ଯାଞ୍ଚ କରିଛନ୍ତି ।

SCBରେ କେନ୍ଦ୍ରୀୟ ଟିମ୍‌

ଯାଞ୍ଚ ବେଳେ ଏହି ଟିମ୍‌ ସ୍ବତନ୍ତ୍ର ୱାର୍ଡର କିଭଳି ପରିବେଶ ରହିଛି, କେତୋଟି ବେଡ ରହିଛି, ଆଇସିୟୁରେ ରୋଗୀଙ୍କ ପାଇଁ କେଉଁ ସୁବିଧାମାନ ଉପଲବ୍ଧ ରହିଛି ସେସବୁ ଅନୁଧ୍ୟାନ କରିଛନ୍ତି ।

ଏହାପରେ କୋରୋନା ପାଇଁ ଏସସିବିରେ ସମସ୍ତ ସୁବିଧା କରାଯାଇଥିବା ଟିମ୍‌ର ଜଣେ ସଦସ୍ୟ କହିଛନ୍ତି । ଏହାସହ ଆଇସୋଲେସନ ଓ୍ବାର୍ଡ ପାଇଁ ମଧ୍ୟ ଏସସିବି ପଦକ୍ଷେପ ନେଇଥିବା ସେ ମତ ରଖିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:କଟକ ବଡ଼ମେଡିକାଲ ରେ କେନ୍ଦ୍ରୀୟ ଟିମ।ଏସସିବିର ସ୍ୱତନ୍ତ୍ର କରନା ୱାର୍ଡରେ ଏହି ଏହି ତିନି ଜଣିଆ ଟିମ ଯାଞ୍ଚ କରିଛନ୍ତି।ବିଷେକରି ସ୍ୱତନ୍ତ୍ର ୱାର୍ଡ ରେ କିଭଳି ପରିବେଶ ରହିଛି ,କେତେଟା ବେଡ଼ ରହିଛି,ଆଇସିୟୁ ରେ କଣ କଣ ସୁବିଧା ରହିଛି ଆଦି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି ଏହି ଟିମ।ତେବେ ଏସସିବିରେ ଭଲ ସୁବିଧା କରାଯାଇଛି।ଆଇସଲୋସନ ପାଇଁ ମଧ୍ୟ ଏସସିବି ପଦକ୍ଷେପ ନେଇଛି।ତେବେ କରନା ପାଇଁ ଏସସିବିରେ ସମସ୍ତ ସୁବିଧା କରାଯାଇଥିବା ଅନୁଧ୍ୟାନ ପରେ ଏହି ଟିମର ସଦସ୍ୟ କହିଛନ୍ତି।

ବାଇଟ - କେନ୍ଦ୍ରୀୟ ଟିମ ର ସଦସ୍ୟ।
ବାଇଟ - କେନ୍ଦ୍ରୀୟ ଟିମ ର ସଦସ୍ୟ।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.