ETV Bharat / state

ବସ ଟର୍ମିନାଲ ପ୍ରସଙ୍ଗ: ଅଶୋକ ମୋଦିଙ୍କୁ ଜମି ହସ୍ତାନ୍ତର କରିବାକୁ ନିବେଦନ - ଜମି ହସ୍ତାନ୍ତର କରିବାକୁ ଅଶୋକ ମୋଦିଙ୍କୁ ନିବେଦନ

ଖାନ ନଗର ନେତାଜୀ ବସ ଟର୍ମିନାଲ ନିର୍ମାଣ ପାଇଁ ଶିଳ୍ପପତି ଅଶୋକ ମୋଦିଙ୍କ ଏକରରୁ ଉର୍ଦ୍ଧ୍ବ ଜମି ସରକାରଙ୍କୁ ହସ୍ତାନ୍ତର କରାଯିବାକୁ ଦାବି । ଅଧିକ ପଢନ୍ତୁ...

ବସ ଟର୍ମିନାଲ ପ୍ରସଙ୍ଗ: ଅଶୋକ ମୋଦିଙ୍କୁ ଜମି ହସ୍ତାନ୍ତର କରିବାକୁ ନିବେଦନ

author img

By

Published : Feb 19, 2021, 5:13 PM IST

କଟକ: ଖାନ ନଗର ନେତାଜୀ ବସ ଟର୍ମିନାଲ ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି । ସେପଟେ ଏହି ଟର୍ମିନାଲ ନିର୍ମାଣ ପାଇଁ ଚିହ୍ନଟ ଜମି ନିକଟରେ ଥିବା ଶିଳ୍ପପତି ଅଶୋକ ମୋଦିଙ୍କ ଏକ ଏକରରୁ ଉର୍ଦ୍ଧ୍ବ ଜମିକୁ ସେ ସରକାରଙ୍କୁ ହସ୍ତାନ୍ତର କରିବାକୁ ଦାବି କରାଯାଇଛି ।

ବସ ଟର୍ମିନାଲ ପ୍ରସଙ୍ଗ: ଅଶୋକ ମୋଦିଙ୍କୁ ଜମି ହସ୍ତାନ୍ତର କରିବାକୁ ନିବେଦନ

କଟକ ଖାନ ନଗର ମଲାଚଣ୍ଡିଆ ଛଖ ନିକଟରେ ଥିବା ଅଶୋକ ମୋଦିଙ୍କ ଏକର ଏକର ଜମିରେ ରହିଛି ପୂର୍ବଜମାନଙ୍କ ସମାଧିସ୍ଥଳ । ଏହାସହ ଅନେକ ବ୍ୟବସାୟିକ ଅନୁଷ୍ଠାନ ମଧ୍ୟ ରହିଛି । ତେଣୁ ବସ ଟର୍ମିନାଲ ପ୍ରକଳ୍ପ ପାଇଁ ଶିଳ୍ପପତି ଅଶୋକଙ୍କ 1 ଏକରରୁ ଉର୍ଦ୍ଧ୍ବ ଜମି ଯଦି ସରକାରଙ୍କ ନିକଟକୁ ହସ୍ତାନ୍ତର ହୁଏ ତେବେ ସହରର ମଙ୍ଗଳ ସାଧନ ହେବ ବୋଲି କୁହାଯାଇଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.