ETV Bharat / state

ବ୍ୟାଙ୍କ ଘରୋଇକରଣକୁ ଜନବିରୋଧୀ କହି ରାସ୍ତାକୁ ଓହ୍ଲାଇଲେ ବ୍ୟାଙ୍କ କର୍ମଚାରୀ

author img

By

Published : Mar 9, 2021, 10:31 PM IST

ବ୍ୟାଙ୍କ ଘରୋଇକରଣକୁ ତୀବ୍ର ବିରୋଧ କରି ଏକାଠି ହେଲେ ବ୍ୟାଙ୍କ କର୍ମଚାରୀ । ଅଧିକ ପଢନ୍ତୁ ...

ବ୍ୟାଙ୍କ ଘରୋଇକରଣକୁ ଜନ ବିରୋଧୀ କହି ରାସ୍ତାକୁ ଉହ୍ଲାଇେଲେ ବ୍ୟାଙ୍କ କର୍ମଚାରୀ

କଟକ: ବ୍ୟାଙ୍କ ଘରୋଇକରଣକୁ ତୀବ୍ର ବିରୋଧ କରି ଏକାଠି ହେଲେ ବ୍ୟାଙ୍କ କର୍ମଚାରୀ । ଚଳିତମାସ 15 ଓ 16 ତାରିଖ ଏକ ବଡ଼ ଆନ୍ଦୋଳନ ଡାକରା ଥିଲାବେଳେ ଆଜିଠୁ ଘରୋଇକରଣ ବିରୋଦ୍ଧରେ ଆନ୍ଦୋଳନ ତୀବ୍ର କରିଛନ୍ତି ଅନେକ ବ୍ୟାଙ୍କ କର୍ମଚାରୀ ।

ତେବେ ଆଜି କଟକ ବଜ୍ରକବାଟି ଵ୍ୟାଙ୍କ ଅଫ ଇଣ୍ଡିଆ ସମ୍ନାରେ ଅନେକ ବ୍ୟାଙ୍କ କର୍ମଚାରୀ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି । ଵ୍ୟଙ୍କକୁ ଘରୋଇକରଣ କରିବା ବିରୁଦ୍ଧରେ ରାସ୍ତାକୁ ଓହ୍ଲାଇଛନ୍ତି ବ୍ୟାଙ୍କ କର୍ମଚାରୀ । ସରକାର ଯେଉଁ ଘରୋଇକରଣ ନିଷ୍ପତ୍ତି ନେଇଛନ୍ତି ତାହା ସମ୍ପୂର୍ଣ ରୂପେ ଜନ ବିରୋଧୀ ବୋଲି ଅଭିଯୋଗ କରିଛନ୍ତି ବ୍ୟାଙ୍କ କର୍ମଚାରୀମାନେ । ଏହି ଆନ୍ଦୋଳନ ଚଳିତମାସ 15 ଓ 16 ରେ ଆହୁରି ତୀବ୍ର କରାଯିବା ନେଇ ଆନ୍ଦୋଳନକାରୀ ଚେତାବନୀ ମଧ୍ୟ ଦୋଇଥିବା ଦେଖିବାକୁ ମିଳିଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.