ETV Bharat / state

ବାଲିଯାତ୍ରାରେ ପଡିବନି ‘ବୁଲବୁଲ’ର ପ୍ରଭାବ

author img

By

Published : Nov 6, 2019, 2:52 PM IST

ବାଲିଯାତ୍ରାରେ ପଡିବନି ବାତ୍ୟା ବୁଲବୁଲର ପ୍ରଭାବ । ସମ୍ଭାବ୍ୟ ବାତ୍ୟାକୁ ନେଇ ଏସଆରସିଙ୍କ ସୂଚନା ପରେ ଏଭଳି ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ।

ବାଲିଯାତ୍ରାରେ ବୁଲବୁଲର ପ୍ରଭାବ

କଟକ: ଐତିହାସିକ ବାଲିଯାତ୍ରାରେ ପଡିବନି ବାତ୍ୟା ବୁଲବୁଲର ପ୍ରଭାବ । ବାଲିଯାତ୍ରାରେ ବାତ୍ୟା ବୁଲବୁଲର ପ୍ରଭାବକୁ ନେଇ କଟକ ଜିଲ୍ଲାପାଳଙ୍କ ସୂଚନା । ସମ୍ଭାବ୍ୟ ବାତ୍ୟାକୁ ନେଇ ଏସଆରସିଙ୍କ ସୂଚନା ପରେ ବାତ୍ୟା ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବ । ଏଥିପାଇଁ ପ୍ରଶାସନ ସମୂର୍ଣ୍ଣ ସଜାଗ ରହିଥିବା କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ସୂଚନା ଦେଇଛନ୍ତି ।

ବାଲିଯାତ୍ରାରେ ବୁଲବୁଲର ପ୍ରଭାବ

ସେ କହିଛନ୍ତି ଯେ, ଏଯାବତ ସରକାରୀ ସ୍ତରରେ କଟକ ଜିଲ୍ଲାକୁ କୌଣସି ପ୍ରକାର ସତର୍କତା ଦିଆଯାଇନି । ତଥାପି ଆମେ ପ୍ରସ୍ତୁତ ରହିଛୁ ବୋଲି ଜିଲ୍ଲାପାଳ କହିଛନ୍ତି ।

ତେବେ ଆସନ୍ତା ୮ ତାରିଖ ଯାଏଁ ପାଗ ଶୁଖିଲା ରହିବା ସହ ୯ ତାରିଖରୁ ୨ ଦିନ ବର୍ଷା ହେବ । ଏହାର ପ୍ରଭାବରେ ଉତ୍ତର ଓଡିଶା ଉପକୂଳ ଜିଲ୍ଲା ଗୁଡିକରେ ଆସନ୍ତା ୯ ତାରିଖରୁ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ବାଲିଯାତ୍ରା ରେ ପଡିବନି ବୁଲବୁଲ ବାତ୍ୟା ର ପ୍ରଭାବ । କିଛି ମାତ୍ରାରେ ବର୍ଷା ରେ ବର୍ଷାର ସମ୍ଭାବନା ରହିଛି । ତଥାପି ଜିଲା ପ୍ରଶାସନ ରହିଛି ସଜାଗ । ଏଯାବତ ସରକାରୀ ସ୍ତରରେ କଟକ ଜିଲା କୁ କୌଣସି ପ୍ରକାର ସତର୍କତା ଦିଆଯାଇନି । ତଥାପି ଆମେ ପ୍ରସ୍ତତ ବୋଲି କହିଛନ୍ତି ଜିଲାପାଳ ଭବାନୀ ଶଙ୍କର ଚୟିନୀ ।

Body:ବାଇଟ: ଭବାନୀ ଶଙ୍କର ଚୟିନୀ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.