ETV Bharat / state

ସରିଲା ଷଷ୍ଠୀ ପୂଜା ନୀତି, ଆସନ୍ତାକାଲି ମହାସପ୍ତମୀ - ଆସନ୍ତାକାଲି ମହାସପ୍ତମୀ

ଆଜି ପବିତ୍ର ଷଷ୍ଠୀ । ସମସ୍ତ ପୂଜା ମଣ୍ଡପରେ ରୀତିନୀତି ଅନୁଯାୟୀ ବେଲବରଣୀ ବା ଷଷ୍ଠୀ ପୂଜା କରାଯାଇଛି । ତେବେ ଆସନ୍ତାକାଲି ସପ୍ତମୀ ପୂଜା । ଅଧିକ ପଢନ୍ତୁ...

balabarani puja in cuttack
ସରିଲା ଷଷ୍ଠୀ ପୂଜା ନୀତି, ଆସନ୍ତାକାଲି ମହାସପ୍ତମୀ
author img

By

Published : Oct 22, 2020, 11:05 PM IST

କଟକ: ଆଜି ପବିତ୍ର ଷଷ୍ଠୀ । ସମସ୍ତ ପୂଜା ମଣ୍ଡପରେ ରୀତିନୀତି ଅନୁଯାୟୀ ବେଲବରଣୀ ବା ଷଷ୍ଠୀ ପୂଜା କରାଯାଇଛି । ବେଲ ଗଛ ମୂଳରେ ପୂଜା କରାଯାଇ ମା ଙ୍କୁ ଆବାହନ କରାଯାଇଛି ।

ସରିଲା ଷଷ୍ଠୀ ପୂଜା ନୀତି, ଆସନ୍ତାକାଲି ମହାସପ୍ତମୀ

ଚଳିତବର୍ଷ କୋଭିଡ ପାଇଁ ନିରାଡ଼ମ୍ବର ଭାବେ ଷଷ୍ଠୀ ପୂଜା କରାଯାଇଛି । ତେବେ ଆସନ୍ତାକାଲି ସପ୍ତମୀ ପୂଜା । ନଦୀକୂଳରେ ଘଟ ପୂଜା କରାଯିବାର ବିଧି ରହିଛି ।

ସେହିପରି ନବପତ୍ରିକା ପୂଜା କରାଯିବ । ସକାଳୁ ଏହି ପୂଜା କରାଯିବ ବୋଲି ପୂଜକ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.