ETV Bharat / state

ରାତିଅଧରେ ମୃତ ଦନ୍ତାହାତୀକୁ ପୋତିବା ଘଟଣା: ରେଞ୍ଜର ନିଲମ୍ବିତ - RCCF

ମହଙ୍ଗା ପଡିଲା ରାତିଅଧିଆ ଲୁଚାଇକି ମୃତ ଦନ୍ତାହାତୀ ପୋତିବା । ବିଭାଗ ପକ୍ଷରୁ ତଦନ୍ତ କରାଯାଇ ଆଠଗଡ ରେଞ୍ଜର ଆଈସା ଅଖତାର ନିଶାକୁ ନିଲମ୍ବିତ କଲେ RCCF । ଅଧିକ ପଢନ୍ତୁ

ରାତିଅଧରେ ମୃତ ଦନ୍ତାହାତୀକୁ ପୋତିବା ଘଟଣା: ରେଞ୍ଜର ନିଲମ୍ବିତ

author img

By

Published : Nov 15, 2021, 9:36 PM IST

Updated : Nov 15, 2021, 9:55 PM IST

କଟକ: ମହଙ୍ଗା ପଡିଲା ରାତିଅଧିଆ ଲୁଚାଇ ମୃତ ଦନ୍ତାହାତୀ ପୋତିବା । ବିଭାଗ ପକ୍ଷରୁ ତଦନ୍ତ କରାଯାଇ ଆଠଗଡ ରେଞ୍ଜର ଆଈସା ଅଖତାର ନିଶାକୁ ନିଲମ୍ବିତ କଲେ RCCF । ଗତବର୍ଷ ଅଗଷ୍ଟ ୨୭ରେ ଆଠଗଡ ବନଖଣ୍ଡ ସୁବାସୀ ଜଙ୍ଗଲରେ 10ବର୍ଷର ଦନ୍ତା ହାତୀର ଗୁଳି ବାଜି ମୃତ୍ୟୁ ହୋଇଥିଲା ।

ରାତିଅଧରେ ମୃତ ଦନ୍ତାହାତୀକୁ ପୋତିବା ଘଟଣା: ରେଞ୍ଜର ନିଲମ୍ବିତ

ଘଟଣାକୁ ଚପାଇବା ପାଇଁ ବନ ବିଭାଗ ପକ୍ଷରୁ ତରବରିଆ ଭାବରେ ପୋତି ଦେଇଥିଲେ । ଏପରିକି ଆଇନ ଉଲ୍ଲଙ୍ଘନ କରି ରାତି ଅଧରେ ମୃତ ହାତୀକୁ ପୋତି ଦେଇଥିଲେ। ଏନେଇ ସମ୍ପୃକ୍ତ ଆଠଗଡ ରେଞ୍ଜରଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା । ତେବେ ପୂର୍ବରୁ ମଧ୍ୟ ତାଙ୍କ ବିରୋଧରେ ଅନେକ ସଙ୍ଗିନ ଅଭିଯୋଗ ଆଣିଥିଲେ ସ୍ଥାନୀୟ ବାସିନ୍ଦା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Nov 15, 2021, 9:55 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.