ETV Bharat / state

ତାଳଦଣ୍ଡା କେନାଲ ବୁଲିଲେ ଅସିତ ତ୍ରିପାଠୀ

ତାଳଦଣ୍ଡା କେନାଲ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଅସିତ ତ୍ରିପାଠୀ । ଖୁବ ଶିଘ୍ର ଆରମ୍ଭ ହୋଇପାରେ ଉନ୍ନୟନମୂଳକ କାମ । ଅଧିକ ପଢନ୍ତୁ...

author img

By

Published : Aug 3, 2021, 10:39 PM IST

Updated : Aug 3, 2021, 10:53 PM IST

ତାଳଦଣ୍ଡା କେନାଲ ପରିଦର୍ଶନ କଲେ ଅସିତ ତ୍ରିପାଠୀ, ସୌନ୍ଧର୍ଯ୍ୟକରଣ କାମ ଆରମ୍ଭ ହେବା ସମ୍ବାବନା

କଟକ: ତାଳଦଣ୍ଡା କେନାଲ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଅସିତ ତ୍ରିପାଠୀ। କେନାଲ ପରିଦର୍ଶନ କରିବା ସହ ଉନ୍ନୟମୂଳକ କାର୍ଯ୍ୟର ମଧ୍ୟ ସେ ସମୀକ୍ଷା କରିଛନ୍ତି । ତେବେ କୋନାଲରେ ବୋଟିଂ ପାଇଁ ଆବଶ୍ୟକ ଭିତ୍ତିଭୂମି ଅଛି କି ନାହିଁ ତାହା ସ୍ଥିତି ପରିଖିଛନ୍ତି । ତାଙ୍କର ଏହି ଗସ୍ତ ପରେ ତାଳଦଣ୍ଡା କେନାଲ ଓ ଏହାର ଚର୍ତ୍ତୁପାର୍ଶ୍ବରେ ସୌନ୍ଦର୍ଯ୍ୟକରଣ ଓ ଭିତ୍ତିଭୂମି ବିକାଶ ପାଇଁ କିଛି ବଡ ପ୍ରକଳ୍ପ ଆରମ୍ଭ ହେବା ନେଇ ମଧ୍ୟ ଅନୁମାନ କରାଯାଉଛି।

ଆଜି ଏହି ଗସ୍ତ ସମୟରେ ଅସିତ ତ୍ରିପାଠୀଙ୍କ ସହ ପର୍ଯ୍ୟଟନ ସଚିବ ସଚିନ ଆର ଯାଦବ, ଆରଡିସି ଅନିଲ ସାମଲ, ସିଏମସି ଡେପୁଟି କମିଶନର ଅବିନାଶ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ୩.୫୫ କିଲୋମିଟର ପର୍ଯ୍ୟନ୍ତ ଏହି କେନାଲର ନବୀକରଣ କରାଯିବାଟକୁ ଥିବାବେଳେ ବର୍ତ୍ତମାନ ୧.୫୫ କିମି ପର୍ଯ୍ୟନ୍ତ ନିର୍ମାଣ ଶେଷ ହୋଇଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Aug 3, 2021, 10:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.