ETV Bharat / state

ବର୍ଷା ଅନୁଭବ ବିବାଦ ମାମଲା : ୨୫ରେ ବର୍ଷାଙ୍କୁ କରାଯିବ ଜେରା

ଆସନ୍ତା ୨୫ ତାରିଖରେ ପାରିବାରିକ ବିବାଦ ମାମଲାରେ ବର୍ଷାଙ୍କୁ ଜେରା କରାଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ

ବର୍ଷା ଅନୁଭବ ବିବାଦ ମାମଲା : ୨୫ରେ ବର୍ଷାଙ୍କୁ କରାଯିବ ଜେରା
ବର୍ଷା ଅନୁଭବ ବିବାଦ ମାମଲା : ୨୫ରେ ବର୍ଷାଙ୍କୁ କରାଯିବ ଜେରା
author img

By

Published : Aug 19, 2022, 7:45 PM IST

କଟକ: ସାଂସଦ ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ବିବାଦ ମାମଲାରେ ଆଜି କଟକ ପରିବାର ଅଦାଲତରେ ଶୁଣାଣୀ ହୋଇଥିଲା । ଏହି ମାମଲାର ଶୁଣାଣୀ କରି କୋର୍ଟ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ।

ବର୍ଷା ଅନୁଭବ ପାରିବାରିକ ବିବାଦ ମାମଲାରେ ଆସନ୍ତା ୨୫ ତାରିଖରେ ବର୍ଷାଙ୍କୁ ଜେରା କରାଯିବ । ଏନେଇ କଟକ ପରିବାର ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଅନୁଭବଙ୍କୁ ପୁନର୍ବାର ଜେରା ଆବେଦନକୁ ଖାରଜ କରିଦିଆଯାଇଛି । ସ୍ବାମୀ ଅନୁଭବଙ୍କୁ ପୁନର୍ବାର ଜେରା ପାଇଁ ପିଟିସନ ଦାଖଲ କରିଥିଲେ ବର୍ଷା । ଏନେଇ ଗତ ଜୁଲାଇ 11 ତାରିଖରେ ଆବେଦନ କରିଥିଲେ ବର୍ଷାଙ୍କ ଓକିଲ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.