ETV Bharat / state

'କଟକରେ କୋରୋନା ନିୟନ୍ତ୍ରଣ ପାଇଁ ନିଆଯାଉଛି ସମସ୍ତ ପଦକ୍ଷେପ'

author img

By

Published : Sep 19, 2020, 10:32 PM IST

ଜିଲ୍ଲାରେ କୋରୋନା ସ୍ଥିତି ସମୀକ୍ଷା କରିଛନ୍ତି ଜିଲ୍ଲା ପର୍ଯ୍ୟବେକ୍ଷକ ସୌରଭ ଗର୍ଗ। ସହରାଞ୍ଚଳ ସମେତ ଗ୍ରାମାଞ୍ଚଳରେ ଗୃହ ସଙ୍ଗରୋଧ ଓ ଚିକିତ୍ସା ସେବା ଉପରେ ଏହି ବୈଠକରେ ବିସ୍ତୃତ ଆଲୋଚନା ହୋଇଛି ।

all necessary necessary step taken says collector Cuttack, after covid review meeting
'କଟକରେ କୋରୋନା ନିୟନ୍ତ୍ରଣ ପାଇଁ ନିଆଯାଉଛି ସମସ୍ତ ପଦକ୍ଷେପ'

କଟକ: ଜିଲ୍ଲାରେ କୋରୋନା ସ୍ଥିତିର ସମୀକ୍ଷା କରିଛନ୍ତି ଜିଲ୍ଲା ପର୍ଯ୍ୟବେକ୍ଷକ ସୌରଭ ଗର୍ଗ । ସହରାଞ୍ଚଳ ସମେତ ଗ୍ରାମାଞ୍ଚଳରେ ଗୃହ ସଙ୍ଗରୋଧ ଓ ଚିକିତ୍ସା ସେବା ଉପରେ ଏହି ବୈଠକରେ ବିସ୍ତୃତ ଆଲୋଚନା ହୋଇଛି ।

ଉଭୟ ଲକ୍ଷଣ ବିହୀନ ଏବଂ ସାମାନ୍ୟ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କ ପାଇଁ ସମସ୍ତ ସୁବିଧା ଓ ଚିକିତ୍ସା ଯୋଗାଇଦେବାକୁ ଏହି ବୈଠକରେ ଗୁରୁତ୍ବ ଦିଆଯାଇଛି । ସେହିପରି ବ୍ଲକ ସ୍ତରରେ ଆମ୍ବୁଲାନ୍ସ ସେବା ଯୋଗାଇଦେବାକୁ ମଧ୍ୟ ନିଷ୍ପତ୍ତି ହୋଇଛି ।

କେବଳ ସେତିକି ନୁହେଁ ଘରୋଇ ହସ୍ପିଟାଲମାନଙ୍କରେ ଟେଷ୍ଟିଂ, ଆଇସିୟୁର ବ୍ୟବସ୍ଥା ନେଇ ମଧ୍ୟ ଆଲୋଚନା ହୋଇଛି । କୋରୋନା ନିୟନ୍ତ୍ରଣ ପାଇଁ ଜିଲ୍ଲାରେ ସମସ୍ତ ବ୍ୟବସ୍ଥା କରାଯାଉଥିବା କହିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.