ETV Bharat / state

'ମଦ୍ୟପ ଡ୍ରାଇଭରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କମାଉଛି ଦୁର୍ଘଟଣା' - କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ

କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟଙ୍କ ସାମ୍ବାଦିକ ସମ୍ମିଳନୀ । ମଦ୍ୟପ ଗାଡି ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଯୋଗୁଁ ରାଜ୍ୟରେ ଦୁର୍ଘଟଣା ହାର କମାଇଛି । ଏହି ପ୍ରକ୍ରିୟା ଆଗକୁ ଆହୁରି କଡାକଡ଼ି କରାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Nov 21, 2019, 8:23 PM IST

କଟକ: ମଦ୍ୟପ ଗାଡି ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଯୋଗୁଁ ରାଜ୍ୟରେ ଦୁର୍ଘଟଣା ହାର କମିଛି । କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ଏହି ସୂଚନା ଦେଇଛନ୍ତି । ଗତ ସେପ୍ଟେମ୍ବର ମାସରୁ ଚଳିତବର୍ଷ ସେପ୍ଟେମ୍ବର ମାସ ମଧ୍ୟରେ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ପାଖାପାଖି ଶହେ କମିଛି ବୋଲି ସନ୍ତୋଷ କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ରାଜ୍ୟର ସମସ୍ତ ଜିଲ୍ଲାରେ ମଦ୍ୟପ ଗାଡି ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଏକ ଲକ୍ଷ ୯୦ ହଜାରରୁ ଅଧିକ ଗାଡି ଯାଞ୍ଚ କରାଯାଇଥିବାବେଳେ ୫ହଜାର ୮ ଶହ ୫୬ ଜଣ ମଦ୍ୟପ ଡ୍ରାଇଭରଙ୍କୁ ଗିରଫ କରାଯାଇଛି । ଗଞ୍ଜାମ ଜିଲ୍ଲାର ସର୍ବାଧିକ ୧୧୯୧ ଜଣ ମଦ୍ୟପ ଡ୍ରାଇଭରଙ୍କୁ ଗିରଫ କରାଯାଇଥିବା ବେଳେ ମୟୂରଭଞ୍ଜରୁ ୭୦୨ ଜଣ, ଯାଜପୁରରୁ ୬୩୫, ଅନୁଗୁଳରୁ ୩୯୫ ଜଣ ମଦୁଆ ଡ୍ରାଇଭରଙ୍କୁ ଗିରଫ କରାଯାଇଛି । ତେବେ ଏହି ପ୍ରକ୍ରିୟା ଆଗକୁ ଆହୁରି କଡାକଡ଼ି କରାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ମଦ୍ୟପ ଗାଡି ଚାଳକ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ରାଜ୍ୟରେ ଦୁର୍ଘଟଣା ହାର କମାଇଛି।ଗତ ସେପ୍ଟେମ୍ବର ମାସ ରୁ ଚଳିତବର୍ଷ ସେପ୍ଟେମ୍ବର ମାସ ମଧ୍ୟରେ ଦୁର୍ଘଟଣା ମୃତ୍ୟ ସଂଖ୍ୟା ପାଖା ପାଖି ଶହେ କମିଛି। କେବଳ ମଦ୍ୟପ ଗାଡି ଡ୍ରାଇଭର ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଏହାର ହାର କମିଛି।ରାଜ୍ୟର ସମସ୍ତ ଜିଲ୍ଲାରେ ଏହି ଅଭିଯାନ ଜାରି ରହିଛି।ସେପ୍ଟେମ୍ବର ଓ ଅକ୍ଟୋବର ମାସ ରେ ଏକ ଲକ୍ଷ ୯୦ ହଜାରରୁ ଅଧିକ ଗାଡି ଯାଞ୍ଚ କରାଯାଇଥିବାବେଳେ ୫ହଜାର ୮ ଶହ ୫୬ ଜଣ ମଦ୍ୟପ ଡ୍ରାଇଭର ଙ୍କୁ ଗିରଫ କରାଯାଇଛି।ଗଂଜାମ ଜିଲ୍ଲାର ସର୍ବାଧିକ ୧୧୯୧ ଜଣ ମଦ୍ୟପ ଡ୍ରାଇଭର ଙ୍କୁ ଗିରଫ କରାଯାଇଥିବା ବେଳେ ମୟୁରଭଞ୍ଜ ରୁ ୭୦୨ ଜଣ,ଯାଜପୁର ରୁ ୬୩୫ ,ଅନୁଗୁଳ ରୁ ୩୯୫ ଜଣ ମଦୁଆଡ୍ରାଇଭର ଙ୍କୁ ଗିରଫ କରାଯାଇଛି।ତେବେ ଏହି ପ୍ରକ୍ରିୟା ଆଗକୁ ଆହୁରି କଡା କଡ଼ି କରାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ବାଇଟ - ସନ୍ତୋଷ ଉପାଧ୍ୟାୟ,କ୍ରାଇମବ୍ରାଞ୍ଚ ଏଡିଜି।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.