ETV Bharat / state

ଏସସିବିରେ କାର୍ଯ୍ୟରତ ଷଷ୍ଠ ବାଟାଲିଅନର ହାବିଲଦାର ମୃତ - sixth battalion SAP worker death

ଏସସିବି କାଜୁଆଲିଟିରେ ଡ୍ୟୁଟିରେ ଥିବା ସମୟରେ ଷଷ୍ଠ ବାଟାଲିଅନ୍ ହାବିଲଦାର ବିଭୂତି ଭୂଷଣ ପ୍ରଧାନଙ୍କ ଦେହାନ୍ତ । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଏସସିବିରେ କାର୍ଯ୍ୟରତ ଷଷ୍ଠ ବାଟେଲିଅନ କର୍ମଚାରୀ ମୃତ

author img

By

Published : May 17, 2020, 8:07 PM IST

କଟକ: ଏସସିବି କାଜୁଆଲିଟିରେ ଡ୍ୟୁଟିରେ ଥିବା ସମୟରେ ଷଷ୍ଠ ବାଟାଲିଅନ୍ ହାବିଲଦାର ବିଭୂତି ଭୂଷଣ ପ୍ରଧାନଙ୍କ ଦେହାନ୍ତ । ଡ୍ୟୁଟି ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ବିଭୂତି ଭୂଷଣ । ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।

ଏସସିବିରେ କାର୍ଯ୍ୟରତ ଷଷ୍ଠ ବାଟେଲିଅନ କର୍ମଚାରୀ ମୃତ
ଏସସିବିରେ କାର୍ଯ୍ୟରତ ଷଷ୍ଠ ବାଟେଲିଅନ କର୍ମଚାରୀ ମୃତ

ମେଡିକାଲରେ ଚିକିତ୍ସା ସମୟରେ ତାଙ୍କୁ ହୃଦଘାତରେ ମୃତ ଘୋଷଣା କରିଥିଲେ ଡାକ୍ତର । ମୃତ ପୋଲିସ ହାବିଲଦାର ନୟାଗଡ ରାଜସୁନାଖଳା ଅଞ୍ଚଳର ବୋଲି ଜଣାପଡିଛି । ତେବେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.