ETV Bharat / state

କାଠଯୋଡ଼ି ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ

author img

By

Published : Feb 22, 2020, 11:26 AM IST

Updated : Feb 22, 2020, 1:39 PM IST

a-man-death-in-kathajodi-river-of-cuttack
କାଠଯୋଡ଼ି ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ

11:20 February 22

କାଠଯୋଡ଼ି ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ

କାଠଯୋଡ଼ି ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ

କଟକ: ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ । କଟକ ଖାନନଗର ଅଞ୍ଚଳର କାଠଯୋଡ଼ି ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତ ଯୁବକ ଜଣକ କଟକ 42 ମୌଜା କ୍ରିଷ୍ଣା ବିହାରର ବାବୁଲି ବେହେରା । ଯୁବକ ଜଣକ ନଦୀରେ ଲୁଗା ସଫା କରିବାକୁ ଯାଇଥିବାବେଳେ ପାଣିରେ ଥିବା ପଥରରେ ମାଡ଼ ହୋଇ ମୁଣ୍ଡରେ ଆଘାତ ଲାଗି ମୁତ୍ୟୁ ଘଟି ଥାଇପାରେ ବୋଲି କୁହାଯାଉଛି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି ।  

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Feb 22, 2020, 1:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.